Day: 5 February 2025

ବାରବାଟୀରେ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍: କାଉଣ୍ଟରରେ ସାମ୍ନାରେ ରାତି ଅଧରୁ ଅସମ୍ଭାଳ ଭିଡ଼

ଓଡ଼ିଶାରେ ଆସନ୍ତା ୯ ତାରିଖରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବା । କଟକ ବାରବାଟୀ ଷ୍ଟାଡିୟମ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ କାଉଣ୍ଟରରେ ମିଳିବ ଟିକେଟ୍ । ଆଜି ଏବଂ ଆସନ୍ତାକାଲି ଦୁଇ…

ବେଙ୍ଗାଲୁରୁ ଅଗ୍ନିକାଣ୍ଡରେ ୫ ଓଡ଼ିଆ ଶ୍ରମିକ ଗୁରୁତର

ବେଙ୍ଗାଲୁରୁ ଅଗ୍ନିକାଣ୍ଡରେ ୫ ଓଡ଼ିଆ ଶ୍ରମିକ ଗୁରୁତର । ରୋଷେଇ ବେଳେ ଗ୍ୟାସ ଷ୍ଟୋଭ ଫାଟି ଅଗ୍ନିକାଣ୍ଡ । ନିଆଁ ଲାଗି ଗୁରୁତର ହେଲେ ୫ ଜଣ ଦାଦନ ଶ୍ରମିକ । ଗୁରୁତର ଗଞ୍ଜାମ କେ. ନୂଆଗାଁ ଥାନା ଜେନାପୁର ଗାଁର…

ମାଲକାନଗିରି ଜଳ ସମ୍ପଦ ପ୍ରକଳ୍ପ ନିର୍ଦେଶକଙ୍କ ଘରୁ ଦେଢ଼ କୋଟି ଟଙ୍କା ଜବତ

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସର ଚଢ଼ାଉ । ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ…

ଦିଲ୍ଲୀ ବିଧାନସଭା ପାଇଁ ଚାଲିଛି ଭୋଟଗ୍ରହଣ

ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। ଆଜି ସକାଳ ୭ଟାରୁ ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଆଜି ୧.୫୬ କୋଟିରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ…