Month: December 2024

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର ପଚାରିଥିବା ପ୍ରଶ୍ନ ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ…

ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ୭ ବର୍ଷିୟ ବାଘୁଣୀ ରାଣୀର ମୃତ୍ୟୁ

ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘୁଣୀ ରାଣୀର ମୃତ୍ୟୁ ହୋଇଛି। ତେବେ ୭ ବର୍ଷିୟ ବାଘୁଣୀ ରାଣୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଆଜି ସମ୍ବଲପୂର ଠାରେ ନିଜ କାର୍ଯ୍ୟାଳୟରେ ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା…

ଓଡ଼ିଶାରେ ହେବ ଗୋହତ୍ୟା ବନ୍ଦ: ବିଜେପିର ଦୃଢ଼ୋକ୍ତି; ବିଜେଡିର ପ୍ରଶ୍ନ

ଗୋ ହତ୍ୟା ରୋକିବାକୁ ବିଭିନ୍ନ ପଦକ୍ଷେପ ରାଜ୍ୟସରକାର ନେଉଥିଲେ ମଧ୍ୟ ଏହା ବନ୍ଦ ହେବାର ନାଆଁ ଧରୁନି। ତେଣୁ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସଂପର୍କରେ ସୁଚନା ଦେଇ କହିଛନ୍ତି ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ…

ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ କରାଗଲା: କୃଷ୍ଣ ଚନ୍ଦ୍ର ପାତ୍ର

ରାଜ୍ୟରେ ଆଉ ଆଳୁର ଅଭାବ ଓ ଆଳୁ ଦରକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ସରକାରଙ୍କୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ ତିଆରି କରାଗଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା…

କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଗୃହରେ ଉଠିଲା ଜଙ୍ଗଲ ଜମି ହଡ଼ପ ପ୍ରସଙ୍ଗ। ଆଦିବାସୀଙ୍କ ଜଙ୍ଗଲ ଜମି ହଡ଼ପ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ସେ ପଚାରିଥିବା ପ୍ରଶ୍ନ ଆଦିବାସୀ ମାନଙ୍କ ଜମିକୁ ହଡପ କରୁଛନ୍ତି ପ୍ରଭାବଶାଳୀ ଲୋକ ଏବଂ ସେହି ଜମିରେ…

ଗୋ-ମାଂସ ବୋଝେଇ କଣ୍ଟେନର ଜବତ; ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀଙ୍କୁ ଆକ୍ରମଣ

କଟକ-ଚାନ୍ଦବାଲି ରାସ୍ତା ଖଇରାପୋଲଗଡା ଠାରେ ଏକ ବେଆଇନ ଗୋ- ମାଂସ ବୋଝେଇ କଣ୍ଟେନରକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀମାନେ ଅଟକାଇଥିଲେ। ଏହି ଗୋ-ମାଂସ କଣ୍ଟେନରକୁ ସୁରକ୍ଷା ଦେଉଥିବା ବା ସ‌ହଯୋଗୀମାନେ ଅର୍ତକୀତ ଭାବେ ଗୋ ସୁରକ୍ଷା ଓ ବଜରଙ୍ଗ…

ଅଧିକ ପିଆଜ ଉତ୍ପାଦନ; ଦର ୬୦ ଖସୁନି ଯୋଗୀ ଆଳୁ ପରେ ବି ଦର ୫୦

ଆଳୁ-ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ। ଦର ବୃଦ୍ଧି ପାଇଁ ପଡ଼ୋଶୀ ରାଜ୍ୟମାନଙ୍କୁ ଦାୟୀ କରାଯାଉଛି। ତେବେ ଚିନ୍ତାର ବିଷୟ ହେଉଛି ସରକାରଙ୍କ କହିବା କଥା ଏବଂ ବାସ୍ତବ ବଜାର ଦର ଭିତରେ ରହୁଛି ଅନେକ ଫରକ । ଆଳୁ…

ଆଜି ମହାରାଷ୍ଟ୍ର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏନଡିଏ ସରକାରର ଶପଥ ଉତ୍ସବରେ ହେବେ ସାମିଲ। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଦେବେନ୍ଦ୍ର ଫଡନାଭିସଙ୍କ ଶପଥ ଗ୍ରହଣ ସମାରୋହରେ…

ବଡଦିନରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ ତାରିଖ ଅର୍ଥାତ ବଡ଼ ଦିନରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ଖାତାକୁ ଆସିବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ଯାଞ୍ଚ ଚାଲିଛି । ଡିସେମ୍ବର ୬ ସୁଦ୍ଧା ପ୍ରକାଶ…

ତଥ୍ୟ ଅଛି କାହା ପାଖେ ?

ଯଦି ମୋହନ ବାବୁଙ୍କ ପାଖରେ ତଥ୍ୟ ନାହିଁ, ତେବେ ଅଛି କାହା ପାଖରେ ? ଏତିକି ଜାଣିବା ପାଇଁ ଲାଗୁଚି ଆମ ସମସ୍ତଙ୍କୁ ତପସ୍ୟା କରିବାକୁ ପଡିବ । ତପସ୍ୟାରେ ବ୍ରହ୍ମା, ବିଷ୍ଣୁ କିମ୍ବା ମହେଶ୍ବର ଯଦି ସନ୍ତୁଷ୍ଟ ହୁଅନ୍ତି ତେବେ…