Month: December 2024

ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ; ପଢନ୍ତୁ ପୁରା ଖବର

ବଢିଲା ରାଜ୍ୟ ବ୍ୟାପି ୦୮ ଆମ୍ବୁଲାନ୍ସ କମ୍ପାନୀ ଓ କର୍ମଚାରୀ ବିବାଦ, ରାଜ୍ୟବ୍ୟାପୀ ରୋଗୀସେବା ବାଧାପ୍ରାପ୍ତ । ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ସମାନ କାମକୁ ସମାନ ଦରମା ଦାବି, ମଙ୍ଗଳବାର ଠାରୁ ଜିପିଏସ୍ ବଟନ୍ ଅଫ୍ କରି ଅଫରୋଡ୍ ମୋଡରେ ଗାଡି…

ୱାଲଟିଅର ଝଡ଼କୁ ନେଇ କଡ଼ା ଜବାବ ଦେଲେ କନକ ବର୍ଦ୍ଧନ ସିଂହଦେଓ

ବିଧାନସଭାରେ ୱାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାର…

ଆଗୁଆ ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ। ୧୬ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ଏହି ଅଧିବେଶନରେ ୧୨ ଟି କାର୍ଯ୍ୟ ଦିବସ ଅନୁଷ୍ଠିତ…

ଆସିକା ବିଧାୟକଙ୍କ ଆସ୍କା 40 ଚିନ୍ତା

ବିଧାନସଭା ଗୃହରେ ଆସ୍କା-40 ଦର ନେଇ ଚିନ୍ତା ପ୍ରକଟ। ଆଜି ଗୃହରେ ବିଧାୟକ ସରୋଜ ପାଢ଼ୀ କରିଥିବା ପ୍ରଶ୍ନ ଆସିକା ସମବାୟ ଚିନି ଶିଳ୍ପରେ ଥିବା ସୁରା ଶିଳ୍ପ ତଥା ବଟଲ୍ଂ ପ୍ଲାଣ୍ଟରେ ପ୍ରସ୍ତୁତ ଆସ୍କା-40ର ଦର ପାଞ୍ଚ ବର୍ଷ ହେଲା…

ଇଂରାଜୀ ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ- ମୁଖ୍ୟମନ୍ତ୍ରୀ

ତାମିଲ୍‌ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ଅବସରରେ ଆଜି ଭାରତୀୟ ଭାଷା ଉତ୍ସବ ପାଳନ କରାଯାଉଛି। ଚଳିତ ବର୍ଷର ଭାରତୀୟ ଭାଷା ମହୋତ୍ସବର ବିଷୟବସ୍ତୁ ହେଉଛି “ଭାଷା ମାଧ୍ୟମରେ ଏକତା”। ଆୟୋଜିତ ଏହି ଭାରତୀୟ ଭାଷା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ…

ଆନ୍ଦୋଳନକାରୀ ମିଶନ ଶକ୍ତି ମହିଳା ନୁହନ୍ତି: ଉପମୁଖ୍ୟମନ୍ତ୍ରୀ

ତୃତୀୟ ଦିନରେ ପହଁଚିଲା ମିଶନ ଶକ୍ତି ମାଙ୍କ ଆନ୍ଦୋଳନ। ରାଜ୍ୟ ସରକାରଙ୍କ ସହ ଅଲ ଓଡ଼ିଶା ଜିପିଏଲଏଫ ମିଶନଶକ୍ତି କର୍ମୀ ସଂଘର ଆଲୋଚନା ବିଫଳ ପରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଛି ସଂଘ । ଏହି ମଧ୍ୟରେ ମିଶନ…

ମହିଳା ସୁରକ୍ଷା ଆଇନକୁ ନେଇ ସୁପ୍ରିମକୋର୍ଟ ରାୟ; ବିଏନଏସ-୮୬ର ଅପବ୍ୟବହାର କରିପାରିବେ ନାହିଁ କୌଣସି ମହିଳା

ମହିଳା ସୁରାକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବେଙ୍ଗାଳୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ସୁଇସାଇଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ମହିଳା ସୁରାକ୍ଷା ଆଇନର ଅପବ୍ୟବହାରକୁ ନେଇ ବଡ଼ ରାୟ ଶୁଣାଇଛନ୍ତି…

ପ୍ରଭାତୀ ପରିଡ଼ାଙ୍କୁ ‘ଅଲାଜୁକୀ’ କହିଲେ ସୁର ରାଉତରାୟ

ତୃତୀୟ ଦିନରେ ପହଁଚିଲା ମିଶନ ଶକ୍ତି ମାଙ୍କ ଆନ୍ଦୋଳନ। ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡ଼ରରେ କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ…

ସ୍ତ୍ରୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ଏଆଇ ଇଞ୍ଜିନିୟର; ୨୪ ପୃଷ୍ଠାର ଚିଠି ଛାଡିବା ସହ ୧.୨୦ ଘଣ୍ଟାର ଭିଡିଓ କଲେ ପୋଷ୍ଟ

ବାଙ୍ଗାଲୋରୁଠାରେ ଜଣେ ଏଆଇ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି । ୩୪ ବର୍ଷୀୟ ଅତୁଲ ସୁଭାଷ ନିଜ ପତ୍ନୀ ଏବଂ ଶାଶୂଙ୍କ ଉପରେ ଟଙ୍କା ପାଇଁ ନିର୍ଯାତନା ଦେଉଥିବାର ଆରୋପ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଡିସେମ୍ବର ୯ରେ…

ରାଜ୍ୟର ୫ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା: କୃଷ୍ଣଚନ୍ଦ୍ର ପାତ୍ର

ଆଜି ବିଧାନସଭା ଗୃହରେ ଉଠିଲା ନକଲି ସୁନା ବିକ୍ରି ପ୍ରସଙ୍ଗ। ରାଜ୍ୟରେ କିଏ ନକଲି ସୁନା ବିକୁଛନ୍ତି ଏବଂ କାହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ସବିଶେଷ ତଥ୍ୟ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…