Month: December 2024

ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁଥିବା ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ହିମନ୍ତ ବିଶ୍ୱଶର୍ମା । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ଜରୁରୀକାଳୀନ ERSS ସେବା

କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ନୂତନ ସେବା ଲୋକାର୍ପିତ ହୋଇଯାଇଛି । କଟକ- ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନରେ ଥିବା ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଏହି ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ…

ବୃଦ୍ଧି ପାଇବ ଆଉ ୫ ହଜାର ଗୃହରକ୍ଷୀ ପଦବୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟରେ ଗୃହରକ୍ଷୀ ପଦବୀକୁ ବୃଦ୍ଧି କରି ୫ ହଜାର କରାଯିବ ।ରାଜ୍ୟରେ ଗୃହରକ୍ଷୀ ପଦବୀ ଆଉ ୫ ହଜାର ବୃଦ୍ଧି ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ…

୬୩ ଆଦିବାସୀ ପରିବାରକୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକର କଷ୍ଟି ପାଳ ଓ ଶ୍ରି ମନ୍ତପୁର ଗ୍ରାମର ୬୩ ଆଦିବାସୀ ପରିବାରର ଘରଡିହ ଓ ଚାଷଜମିକୁ ବେଦଖଲ କରି ଥି ବା ‘ଜଗବନ୍ଧୁ କ୍ରସର’ର କବଳରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିଧାୟକ ନବିନ…

ଡିଡି ଓଡ଼ିଆରେ ଆରମ୍ଭ ହେଲା ସାନ୍ତାଳୀ ଭାଷାରେ ସମାଚାର

ଦୂରଦର୍ଶନ ଓଡ଼ିଆ ଚାନେଲ ପକ୍ଷରୁ ସାନ୍ତାଳୀ ଖବର ପ୍ରସାରଣ ଶୁଭାରମ୍ଭ ହୋଇଛି। ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଏହା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରସାରଣ କରାଯାଇଛି। । ସାନ୍ତାଳୀ ଭାଷାରେ ସମାଚାର ଆରମ୍ଭ ହେବା ଜାଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି…

୫୭ ଘଣ୍ଟାର ସଂଘର୍ଷ ପରେ ବି ବଞ୍ଚିପରିଲାନି ୫ ବର୍ଷର ଆର୍ଯ୍ୟନ

ଦୀର୍ଘ ୫୭ ଘଣ୍ଟାର ଅପରେସନ ପରେ ବି ବଞ୍ଚିପାରିଲାନି ୫ ବର୍ଷର ଶିଶୁ ଆର୍ଯ୍ୟନ୍ । ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲା ରାଜସ୍ଥାନ ଦୌସା ସ୍ଥିତ କାଲିଖଡ଼ ଗାଁରେ ୫ ବର୍ଷୀୟ ଆର୍ଯ୍ୟନ୍। ଗତ ୯ ତାରିଖରେ…

ରେଳବାଇର ହେଉନାହିଁ ଘରୋଇକରଣ; ବିରୋଧୀ ସାଂସଦ ମିଛ କାହାଣୀ ତିଆରି କରୁଛନ୍ତି: ଅଶ୍ବିନୀ

ଲୋକସଭାରେ ବୁଧବାର ରେଳ (ସଂଶୋଧନ) ବିଧେୟକ ପାରିତ ହୋଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚର୍ଚ୍ଚାରେ ଜବାବ ଦେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । କ‌ହିଛନ୍ତି ଯେ, ଅନେକ ସାଂସଦ ରେଳବାଇର ଘରୋଇକରଣକୁ ନେଇ ମିଛ କାହାଣୀ ପ୍ରଚାର କରିବାରେ ଲାଗିଛନ୍ତି।…

ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କଲେ ଝାରସୁଗୁଡ଼ା ଏସ୍‌ପି

ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କଲେ ଝାରସୁଗୁଡ଼ା ଏସ୍‌ପି। ସୂଚନା ଅନୁଯାୟୀ ରାଉରକେଲା ବ୍ରାହ୍ମଣୀ ନଦୀରୁ ମିଳିଥିଲା ସୁନ୍ଦରଗଡ଼ରୁ ନିଖୋଜ ଜଣେ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ। ଗୋଟିଏ ସ୍ଥାନରେ କଟା ହାତ-ଗୋଡ଼, ଆଉ ଗୋଟିଏ ସ୍ଥାନରେ ବସ୍ତାରେ ବନ୍ଧା ମୃତଦେହ…

୬ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ

୯ ମାସର ଦରମା ଦାବିରେ ଭୁବନେଶ୍ବର ଲୋୟର ପିଏମଜିରେ ୩ ଦିନ ଧରି ଲୋୟର ପିଏମଜିରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଚଳାଇଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଆଲୋଚନା ପାଇଁ ସରକାର ରାଜି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନକାରୀ ।…

ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ!

ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ। ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି। ଗୃହରେ ଏହାର ଗୁମର ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ମନ୍ତ୍ରୀଙ୍କ…