ରାଜ୍ୟ ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ପାଇଁ ନୂଆ ଅଧିସୂଚନା December 31, 2024 Papirani ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସଭା ଭବନରେ ପ୍ରବେଶ କରିବା ପାଇଁ ସାମ୍ବାଦିକଙ୍କୁ ମିଳିଲା ଅନୁମତି । ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ଏନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
ରାଜ୍ୟ ନୂଆବର୍ଷରେ ଜଗା ଦର୍ଶନ; ଆଜି ରାତି ୧ଟାରୁ ଖୋଲିବ ସିଂହଦ୍ବାର December 31, 2024 Papirani ରାତି ପାହିଲେ ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ନେଇ ଆସିବ ବର୍ଷ ୨୦୨୫ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ ଜଣାଇବା ଲାଗି ପୁରୀ ସହର ସମ୍ପୂର୍ଣ୍ଣ ପ୍ରସ୍ତୁତ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନବ ବର୍ଷର…
ରାଜ୍ୟ ଜାନୁଆରୀ ୫ ରେ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ December 31, 2024 Papirani ନୂଆବର୍ଷରେ ଛାତ୍ରୀଛାତ୍ରଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି । ଜାନୁଆରୀ ୫ରେ ଏହି…
ରାଜ୍ୟ ମହାନଦୀରୁ ୨ଟି ପୂରାତନ ମୂର୍ତ୍ତି ଉଦ୍ଧାର December 31, 2024 Papirani ମହାନଦୀରୁ ମିଳିଲା ପ୍ରାଚୀନ ମୂର୍ତ୍ତି । ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ଶନିଦେବ ଓ ମହାବୀରଙ୍କ ମୂର୍ତ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ପାଖ ମହାନଦୀରୁ ଉଦ୍ଧାର ୪ ଫୁଟର ଶନିଦେବ ଓ ହନୁମାନଙ୍କ ମୂର୍ତ୍ତି ଉଦ୍ଧାର କରିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ନୂଆବର୍ଷ ଉତ୍ସବ ପାଳିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 31, 2024 Papirani ଏଥର ଇଂରାଜୀ ନୂଆବର୍ଷ ପାଳନ କରିବେନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇଂରାଜୀ ନବବର୍ଷ ଅବସରରେ ଆନୁଷ୍ଠାନିକ ଭାବରେ କୌଣସି ଉତ୍ସବ କିମ୍ବା ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ…
ରାଜନୀତି ମୟୂରଭଞ୍ଜର ନୂତନ କ୍ଷମତାକେନ୍ଦ୍ର ମନ୍ତ୍ରୀ ଡ. କୃଷ୍ଣ ମହାପାତ୍ର December 31, 2024 Papirani ୨୦୨୪ ମସିହା ଲୋକସଭା ଓ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜଦ ନିଜର ସତ୍ତା ହରାଇଛି । ରାଜ୍ୟ ବିଜଦ ସରକାର ସମୟରେ ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୂରଭଞ୍ଜର କ୍ଷମତା କେନ୍ଦ୍ର ହୋଇ ରହିଥିଲେ। ସୁଦାମ ମାରାଣ୍ଡି ଲୋକସଭା ଆସନରେ…