Day: 13 December 2024

ଆରବିଆଇକୁ ବୋମାରେ ଉଡାଇ ଦେବାକୁ ଧମକ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ବୋମା ଧମକ ମିଳିଛି। ଗତ କିଛି ଦିନ ହେବ ଦେଶରେ ବିମାନ ଓ ସ୍କୁଲଉପରେ ବୋମା ମାଡ଼ ପାଇଁ ଅନେକ ଧମକପୂର୍ଣ୍ଣ କଲ୍ ଓ ମେଲ୍ ଆସୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ…

ମୋହନ ସରକାରଙ୍କୁ ପୁରିଲା ୬ ମାସ

ମୋହନ ସରକାରଙ୍କୁ ଗୁରୁବାର ପୁରିଛି ୬ ମାସ। ଗତ ଜୁନ୍ ୧୨ ତାରିଖରେ ଏକ ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ୨୪ ବର୍ଷର ବିଜୁ ଜନତା ଦଳକୁ…

ଏତଲାରୁ କଟିଲା ବିଧାୟକ ଓ ତାଙ୍କ ବାପାଙ୍କ ନାମ; ପୁଲିସର ତଦନ୍ତ ଉପରେ ଅଙ୍ଗୁଳି ଉଠାଇଲେ ମହନ୍ତ

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସାଧନ ବିଧାୟକ ସାରଦା ପ୍ରଧାନଙ୍କ ନିଜ ଗ୍ରାମରେ ଥିବା ମଠର ମହନ୍ତ ଗତ ସୋମବାର ଆଣିଥିଲେ ବିଧାୟକଙ୍କୁ ସଙ୍ଗୀନ ଅଭିଯୋଗ । ମଠର ମହନ୍ତ ସିଧାସଳଖ ବିଧାୟକଙ୍କୁ ଅଭିଯୋଗରେ ଛନ୍ଦିଥିବା ବେଳେ ପୁଲିସ ମାମଲା…

ଭୁଲ ଇଂଜେକ୍ସନ ପାଇଁ ଛାତ୍ରଙ୍କ ଜୀବନ ଗଲା

କେନ୍ଦୁଝର ଜିଲ୍ଲା ସାହାରପଡାରେ ଘଟିଛି ଦୁଃଖଦ ଘଟଣା । କାଛୁ କୁଣ୍ଡିଆ ରୋଗ ପାଇଁ ମେଡିସିନ ଦୋକାନୀ ଇଂଜେକ୍ସନ ଦେବା ପରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଧରାପଡା…

ବିଜେଡି ଛାଡିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ

ବିଜେଡିକୁ ପୁଣି ଲାଗିଲା ଝଟକା । ବିଜେଡି ଛାଡିଲେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ। ଅସୁସ୍ଥତା କାରଣ ଦର୍ଶାଇ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ଜିଲ୍ଲା ବିଜେଡି ସଭାପତି ସରୋଜ…

ତାମିଲନାଡୁର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ; ୭ ମୃତ, ୨୯ ଆହତ

ତାମିଲନାଡୁର ଡିଣ୍ଡିଗୁଲରେ ଥିବା ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ । ଏହି ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ…