Day: 3 December 2024

୫ ବର୍ଷରେ ମରିଛନ୍ତି ୩୪ କଲରାପତରିଆ ଓ ୩ ମହାବଳ ବାଘ

ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୩୪ଟି କଲରାପତରିଆ ବାଘ ଓ ୩ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି । ଏନେଇ ଆଜି ବିଧାନସଭା ଗୃହରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟରେ ଗତ ୫ ବର୍ଷରେ କେତେ ବାଘ ମଲେଣି…

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ ଝାରସୁଗୁଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ । ମଶାତେଲ କିଣାରେ ମହାଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାଯାଇଛି। ଝାରସୁଗୁଡା ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ କାଗଜ ପତ୍ର ଯାଞ୍ଚ ସହ ପଚରାଉଚରା କରି ତନାଘନା କରୁଛି ଭିଜିଲାନ୍ସ ଟିମ…

୩ ବର୍ଷରେ ହୋଇଛି ୨୩୩ ଦାଦନଙ୍କ ମୃତ୍ୟୁ

ବିଧାନସଭାରେ ଉଠିଲା ଦାଦନ ଙ୍କ ମୃତ୍ୟୁ ପ୍ରସଙ୍ଗ । ୩ ବର୍ଷରେ ବାହାର ରାଜ୍ୟକୁ ଯାଇଥିବା ଦାଦନଙ୍କ ମଧ୍ୟରୁ ୨୩୩ ଦାଦନଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭା ଗୃହରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଗତ ୩ ବର୍ଷ…

ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି

ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି । ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୧୦ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ହୋଇଥିବାବେଳେ ଡିସେମ୍ବର…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ 

ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର । ବିଶ୍ୱନାଥ ପାତ୍ର ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ)ଭାବେ ଅବସ୍ଥାପିତ ଥିବା ବେଳେ‌ ତାଙ୍କୁ ଜୟପୁର ପୌରପାଳିକାର ନିର୍ବାହୀ ଯନ୍ତ୍ରୀ…

ମୋହନଙ୍କ ବିରୋଧରେ ଷଡ଼ଯନ୍ତ୍ର ଖବର ଅଛି କି ପିଏମ୍‌ଙ୍କ ପାଖରେ

ଭାରତୀୟ ଜନତା ପାର୍ଟିର ବିଧାୟକ, ମନ୍ତ୍ରୀ, ସାଂସଦ ଏବଂ ପଦାଧିକାରୀ ବୈଠକରେ ପ୍ରକୃତରେ କ’ଣ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ? ସେ କ’ଣ କେବଳ ଝିଅ- ବୋହୂ ଉପାଖ୍ୟାନ ଶୁଣାଇଥିଲେ ? ପ୍ରଧାନମନ୍ତ୍ରୀ କ’ଣ ତାଙ୍କ ନେତାମାନଙ୍କର ବୟସ ଓ…

ଥାନାରେ ଦାଦନ ଶ୍ରମିକଙ୍କୁ ଅଟକ ଘଟଣା: ‘ନିର୍ଭୟ’ରେ ଖବର ପ୍ରକାଶ ପରେ ଗାଁ’ରେ ନେଇ ଛାଡ଼ିଲା ପୁଲିସ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ନିକଟସ୍ଥ ଖୁଟୁଲୁମୁଣ୍ଡା ଗାଁ’ର ଏକ ଫାର୍ମ ହାଉସ ନିକଟରେ ଶନିବାର ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଶ୍ରମିକ ମାନଙ୍କୁ ଆଣି ରଖିଥିଲେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ କରିବା ପାଇଁ । ଅକାରଣରେ ପୁରୁଷ…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜିଠୁ ୫ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭ ତାରିଖ ପର୍ଯ୍ୟନ୍ତ ତାଙ୍କର ଏହି ଗସ୍ତକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ କାର୍ଯ୍ୟ ସୂଚୀ ମଧ୍ୟ ଜାରି ହୋଇଛି। ଏହା ସହ ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ…