Month: September 2024

ପ୍ୟାରିସ ପାରାଲିମ୍ପିକ୍ସ; ନବଦୀପଙ୍କ ଐତିହାସିକ ବିଜୟ

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ର ଦଶମ ଦିନରେ ଭାରତକୁ ଆସିଛି ଆଉ ୨ଟି ପଦକ। ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ପୁରୁଷ ଜାଭେଲିନ୍ ଥ୍ରୋ ଏଫ-୪୧ ଫାଇନାଲରେ ଜାଭେଲିନରେ ନବଦୀପ ସିଂହ ଐତିହାସିକ ବିଜୟ ହୋଇଛି । ତାଙ୍କ ରୌପ୍ୟ ପଦକ…

ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ

୧୯୮୭ ବ୍ୟାଚ ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ତୁହିନକାନ୍ତ ପାଣ୍ଡେ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। କ୍ୟାବିନେଟ୍ ଆପଏଣ୍ଟମେଣ୍ଟସ୍ କମିଟି ପକ୍ଷରୁ ଏହି ନିଯୁକ୍ତିକୁ ଅନୁମୋଦନ ମିଳିଛି । ୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍…

ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଆଜି ଏହି ପବିତ୍ର ଗଣେଶ ପୂଜା ଅବସରରେ ରାଜଧାନୀ ଭୁବନେଶ୍ବରରେ ରହିଥିବା ବିଭିନ୍ନ ଗଣେଶ ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ…

୧ ଲକ୍ଷ ୩୨ ହଜାର ଟଙ୍କା ନେଇ ଯାଉଥିବା ବେଳେ ଧରାପଡ଼ିଲେ ନୂଆପଡ଼ା ଏମ୍‌ଭିଆଇ 

ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏମ୍‌ଭିଆଇ ବିଜୟ ବେହୁରିଆ । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ହସ୍ପିଟାଲ ଛକରେ ଧରିଲା ଭିଜିଲାନ୍ସ । ଗାଡ଼ିର ଯାଞ୍ଚ ବେଳେ ଗାଡିରୁ ମିଳିଲା ନଗଦ ୧ ଲକ୍ଷ ୩୨…

ଦୁଇଦିନିଆ ଭାରତ ଗସ୍ତରେ ଅବୁଧାବୀର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନହ୍ୟାନ

ଭାରତ ଆସିବେ ଆବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନହ୍ୟାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ ଓ ୧୦ ତାରିଖ ୨ ଦିନିଆ ଭାରତ ଗସ୍ତରେ ଆସିବେ ମହମ୍ମଦ ବିନ୍‌ ଅଲ୍‌ ଜାୟଦ…

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱରରେ ଇକୋ ଫ୍ରେଣ୍ଡଲି ଭାବେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଜାରି କଲା ଗାଇଡଲାଇନ୍‌। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ଗୋଟିଏ ହେଲା ଟଙ୍କପାଣି ବ୍ରିଜ ଏବଂ ଅନ୍ୟଟି ଦୟାନଦୀ କୂଳରେ ବିସର୍ଜନ…

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା। ବାଲେଶ୍ବର ବାଲିଆପାଳ ରେମୁ-୨ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା ଯୋଗୁଁ ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ସିଂଙ୍କ ମାସକର ଦରମା ବନ୍ଦ କଲା ଜିଲ୍ଲା ପ୍ରଶାସନ। ହିତାଧିକାରୀମାନଙ୍କୁ ସୁଭଦ୍ରା…

୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ: ଗଣେଶରାମ ସିଂ ଖୁଣ୍ଟିଆ

ଆଜି କେନ୍ଦୁଝରରେ ଆରମ୍ଭ ହୋଇଥିବା ସୁଭଦ୍ରା ରଥର ଶୁଭାରମ୍ଭ ଅବସର ପ୍ରତିକ୍ରିୟା ଦେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ରାଜ୍ୟରେ ୩ ହଜାର ଫରେଷ୍ଟ ଗାର୍ଡ ପଦବୀ ଖାଲିପଡ଼ିଛି । କିନ୍ତୁ ଏଥିରୁ ୩ ମାସରେ ପୂରଣ…

ଗିରଫ ହେଲେ କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ । ଗତକାଲି ଭିଜିଲାନ୍ସ ସତ୍ୟପ୍ରକାଶଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ରାଜ୍ୟର ୭ଟି ସ୍ଥାନରେ ଚଢ଼ଉ କରି ତାଙ୍କର ବିପୁଳ ସଂପତ୍ତି ଠାବ କରିଛି।…

ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା

ଲିଜେଣ୍ଡ କ୍ରିକେଟରଙ୍କୁ ନେଇ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଟିମ ଏଥିରେ ସାମିଲ ହୋଇଥିବା ବେଳେ, ଏହାର ନାଁ ରହିଛି କୋଣାର୍କ ସୂର୍ୟାଜ୍। ଏହା ଓଡ଼ିଶା ପାଇଁ ଏକ ଗୌରବମୟ ପଦକ୍ଷେପ ଯାହା…