ତାଜା ଖବର ଦେଶ ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ September 9, 2024 Nirvay ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କଠାରେ ଏମପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଲ୍ୟାବ୍ ଟେଷ୍ଟ ପାଇଁ ଯାଇଥିବା ନମୁନାରୁ ମଙ୍କିପକ୍ସ ଭୂତାଣୁ ଥିବା ସ୍ପଷ୍ଟ ହୋଇଛି…
ତାଜା ଖବର ଦେଶ ରାଜଧାନୀରେ ବାଣ ତିଆରି, ବିକ୍ରି ଓ ଫୁଟାଇବାରେ ଲାଗିଲା ପ୍ରତିବନ୍ଧକ September 9, 2024 Papirani ଚଳତବର୍ଷ ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । ଦିଲ୍ଲୀରେ ସମସ୍ତ ପ୍ରକାରର ବାଣ ତିଆରି, ବିକ୍ରି ଓ ଫୁଟାଇବାରେ ବ୍ୟାନ୍ ଲଗେଇଲେ ଦିଲ୍ଲୀ ସରକାର। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ୨୦୨୫ ଜାନୁଆରୀ ୧ ପର୍ଯ୍ୟନ୍ତ ବ୍ୟାନ୍ କରିଛନ୍ତି ଦିଲ୍ଲୀ…
ତାଜା ଖବର ବିଶ୍ୱ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଲା ‘କାଳିନ୍ଦୀ ଏକ୍ସପ୍ରେସ୍’ September 9, 2024 Papirani ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଉତ୍ତର ପ୍ରଦେଶର କାନପୁରରେ ‘କାଳିନ୍ଦୀ ଏକ୍ସପ୍ରେସ୍ । ପ୍ରୟାଗରାଜରୁ କାନପୁର ହୋଇ ଭିଓ୍ଵାନୀ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍ (୧୪୧୧୭) ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କ କାମର ଶ୍ରେୟ ନେବା ପାଇଁ ବ୍ୟଗ୍ର ଆଜିର ସରକାର: ବିଜେଡି September 9, 2024 Papirani ବର୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ…
ତାଜା ଖବର ରାଜ୍ୟ ବ୍ରହ୍ମପୁରରେ ନକଲି ବିଦେଶୀ ମଦ କାରଖାନା ଠାବ; ୩ ଗିରଫ September 9, 2024 Papirani ବ୍ରହ୍ମପୁରରେ ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ନିମଖଣ୍ଡି ଥାନା ଶ୍ରୀକ୍ଷେତ୍ର ବିହାରରେ ନକଲି ବିଦେଶୀ ମଦ କାରଖାନା ଠାବ କଲା ପୋଲିସ। କାରଖାନାରେ ସ୍ପିରିଟ୍ ସହ ମଦ ତିଆରିରେ ବ୍ୟବହୃତ ଅନ୍ୟ ସରଞ୍ଜାମ ଓ ସାମଗ୍ରୀ ଜବତ ହୋଇଥିବା…
ତାଜା ଖବର ଦେଶ ଆନ୍ଦୋଳନରତ ଡାକ୍ତରଙ୍କୁ କାଲି ସଂଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ September 9, 2024 Papirani କୋଲକତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆନ୍ଦୋଳନରତ ଡ଼ାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । କାଲି ସଂଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଦିଆଗଲା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଯଦି ନିର୍ଦ୍ଦେଶର ଅବମାନନା ହୁଏ ତେବେ ଶୃଙ୍ଖଳାଗତ…
ତାଜା ଖବର ରାଜ୍ୟ କେନ୍ଦ୍ରାପଡ଼ାରେ ବାର୍ଡଫ୍ଲୁ ଆତଙ୍କ; ଚିକେନ ଓ ଅଣ୍ଡା ବିକ୍ରି ଉପରେ ଲାଗିଲା କଟକଣା September 9, 2024 Papirani କେନ୍ଦ୍ରାପଡ଼ାରେ ବାର୍ଡଫ୍ଲୁ ଭୟ । ଚିକେନ ଓ ଅଣ୍ଡା ବିକ୍ରି ଉପରେ ଲାଗିଲା କଟକଣା । ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଏହା ସହ ମାଂସ ଓ ଅଣ୍ଡା ନ ଖାଇବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରୁଛି ପ୍ରଶାସନ…
ତାଜା ଖବର ରାଜ୍ୟ ଭୀଷଣ ବର୍ଷା ନେଇ ରାଜ୍ୟର ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି September 9, 2024 Papirani ଆଜି ପ୍ରବଳ ବର୍ଷାରେ ଭିଜିବ ସାରା ରାଜ୍ୟ । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବା।…
ତାଜା ଖବର ରାଜ୍ୟ ନବରଙ୍ଗପୁରରେ ଝାଡ଼ାବାନ୍ତି ଆତଙ୍କ; ୧୫ ଦିନରେ ୩ ଜଣଙ୍କ ମୃତ୍ୟୁ September 9, 2024 Papirani ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି । ୧୫ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶ ଓ ନଦୀନାଳ ପାଣିର ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ…
ତାଜା ଖବର ରାଜ୍ୟ ନଭେମ୍ବର ୧୫ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି September 9, 2024 Papirani ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଯୁକ୍ତ ଦୁଇ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ପାଇଁ ଏବେଠୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ବାକୁ ସମସ୍ତ ଉଚ୍ଚ…