Month: September 2024

ପୁଲିସ ମେଳି ପଛରେ କିଏ ?

ଆରମ୍ଭ ହେଲା ମୋହନ ସରକାର ବିରୋଧରେ ମେଳି। ପାଣ୍ଡିଆନ ସିଣ୍ଡ୍ରୋମ୍ କେତେ ପ୍ରଖର ତାହା ଏବେ ଆସିଛି ପଦାକୁ । ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଜାତୀୟସ୍ତରରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଏହି…

ଏତେ ଶୀଘ୍ର ବେଲ୍ ? ଘଣ୍ଟ ଘୋଡ଼ାଉଛି କି ପୋଲିସ!

ଭୁଶୁଡିଛି ରାଜ୍ୟର ଶାସନ କଳ। ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା ପରିସ୍ଥିତି। ନ୍ୟାୟ ବଦଳରେ ମିଳୁଛି ନିର୍ଯାତନା। ଖାକି ପୋଷାକ ପିନ୍ଧି ଲୋକଙ୍କ ସୁରକ୍ଷା ପାଇଁ ଶପଥ ନେଇଥିବା ପୋଲିସ ସେମାନଙ୍କ ପ୍ରତିଜ୍ଞା ଭୁଲି ଯାଇଛନ୍ତି। ଏପରିକି ଦେଶର ସୁରକ୍ଷା ପାଇଁ ସେନାବାହିନୀରେ…

ଭରତପୁର ଥାନା ବିବାଦ; ୨୪ରେ ବିଜେଡିର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ମାଡ଼ ଘଟଣାରେ ସାରା ରାଜ୍ୟରେ ଉତ୍ତେଜନା ଲାଗି ରହିଛି। ସାହାଯ୍ୟ ପାଇଁ ଯାଇଥିବା ବେଳେ ପୋଲିସର ଏଭଳି ଅମାନୁଷିକ ଓ ବର୍ବର କାଣ୍ଡ ପାଇଁ ଆସନ୍ତା ୨୪ ତାରିଖରେ…

ପୁଣି ରେଳ ଧାରଣାରୁ ମିଳିଲା ଏଲପିଜି ସିଲିଣ୍ଡର

ପୁଣି ଟ୍ରାକ୍‌ରେ ସିଲିଣ୍ଡର୍ ରଖି ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ନିକଟରେ ରବିବାର ସକାଳେ ରେଳ ଧାରଣାରୁ ଏକ ଏଲପିଜି ସିଲିଣ୍ଡର ମିଳିଛି। ମାଲବାହୀ ଟ୍ରେନ୍ ଆଗରେ ସିଲିଣ୍ଡର ଦେଖି ଲୋକୋ…

ଅନୁରା କୁମାରା ଦିଶାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମାର୍କ୍ସବାଦୀ ନେତା ତଥା ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ନେତା ଅନୁରା କୁମାରା ଦିଶାନାୟକେ। ରବିବାର ଭୋଟ୍ ଗଣତି ଚାଲିଥିବା ବେଳେ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ସାଂସଦ ଆଗୁଆ ଥିବା ଜଣାପଡ଼ିଛି। ଶନିବାର ଶ୍ରୀଲଙ୍କାବାସୀ…

ଭରତପୁର ଥାନା ବିବାଦ: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ

ତେଜୁଛି ଭରତପୁର ଥାନାରେ ପୋଲିସ-ସେନା ଘଟଣା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ କର୍ମଚାରୀ । ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଛନ୍ତି ପୋଲିସ୍ କର୍ମଚାରୀ । ଏହି ବିବାଦରେ ପୋଲିସ ପରବର୍ତ୍ତୀ ରଣନୀତି…

ବିଜେଡି ମୁଖିଆ ନବୀନ ବାବୁଙ୍କ ବକ୍ତବ୍ୟ ସଇତାନର ବେଦପାଠ ସଦୃଶ: ବିଜେପି

ମହିଳା ବିରୋଧୀ ହିଂସାକୁ ବିଜେପି ସରକାର ବରଦାସ୍ତ କରିବ ନାହିଁ । ଭରତପୁର ଥାନା ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଘଟଣାରେ ସମ୍ପୃକ୍ତ ୫ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଲମ୍ବନ କରାଯିବା ସହିତ ନିରପେକ୍ଷତା, ସ୍ୱଚ୍ଛତା ପାଇଁ ତଦନ୍ତଭାର…

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକେ୍ସନା ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି। ଏହାସହିତ ମନ୍ତ୍ରୀ ଭାବେ ଗୋପାଳ…

ଥାନାରେ ନିର୍ଯାତନା ଘଟଣା: ପୋଲିସ ଅଧିକାରୀଙ୍କ ସସ୍‌ପେଣ୍ଡ ଅର୍ଡର ହଟାଇବାକୁ ଦାବି

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଘଟଣାରେ ପୋଲିସ ଅଧିକାରମାନଙ୍କୁ କରଯାଇଥିବା ସସ୍‌ପେଣ୍ଡ ଅର୍ଡର ହଟାଇବାକୁ ଦାବି କରିଛନ୍ତି ଓଡ଼ିଶା ପୋଲିସ ସଂଘ । ଆଜି ଏହି ସଂପର୍କରେ ସଂଘର ସଂଗଠନ…

ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ

ଏୟାର ମାର୍ଶାଲ ଅମର ପ୍ରୀତ୍ ସିଂ ହେବେ ନୂଆ ବାୟୁସେନା ମୁଖ୍ୟ।ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ୩୦ରେ ଦାୟିତ୍ବ ଗ୍ରହଣ କରିବେ ଅମର ପ୍ରୀତ । ବର୍ତ୍ତମାନ ବାୟୁସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ…