Month: August 2024

ବନ୍ଧୁକ ମୁନରେ ୫ ଲକ୍ଷ ଲୁଟ

ରାଜଧାନୀରେ ବଡ଼ ଧରଣର ଡକାୟତି। ବନ୍ଧୁକ ମୁନରେ ଲୁଟିନେଲେ ୫ ଲକ୍ଷ ଟଙ୍କା। କୋରିଅର ସଂସ୍ଥାର କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି ହୋଇଛି। ଟମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରୁ ଡକାୟତି ହୋଇଛି। ସିଟିକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ରୁ ଡକାୟତି ହୋଇଥିବା ସୂଚନା ମିଳିଛି…

ସିମ୍‌ବକ୍ସର ଆତଙ୍କୀ କନେକ୍ସନ; କଟକରୁ ମିଳିଲା ଆଉ ୫

ରାଜଧାନୀରେ ସିମ ବକ୍ସ ଜବତ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କଟକରୁ ଆଜି ଆଉ ୫ ସିମ ବକ୍ସ ମିଳିଛି। ରାଜେନ୍ଦ୍ରନଗରର ଏକ ଭଡ଼ା ଘରୁ ସିମ୍‌ବକ୍ସ ଜବତ କାରାକାଯାଇଛି। ୮ ମାସ ହେଲା ରାଜୁ ମଣ୍ଡଳ ଏହି ଘରେ…

ରାକ୍ଷୀ ସ୍ନେହ ଶରଧାର ସାକ୍ଷୀ

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ସମସ୍ତ ପର୍ବପର୍ବାଣୀ ଧୁମଧାମରେ ପାଳନ ହୋଇଥାଏ। ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସବୁ ପର୍ବ ଅତି ଉତ୍କଣ୍ଠାର ସହ ପାଳନ କରିଥାନ୍ତି। ଏଠି ୨ ମାସରେ ୧୩ ପର୍ବ। ସବୁ ପର୍ବର ମାହାତ୍ମ୍ୟ ମଧ୍ୟ…

ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୫ଟି ଜିଲ୍ଲାରେ ଆଜି ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି…

କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟରେ ହେବ ଶୁଣାଣି

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି ହେବ। ଆସନ୍ତା ୨୦ ତାରିଖରେ ଖଣ୍ଡପୀଠ…

ବଜ୍ରପାତରେ ୬ ଚାଷୀ ମୃତ

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, ବାଲେଶ୍ବର, ଯାଜପୁର, ସୁବର୍ଣ୍ଣପୁର, ଭଦ୍ରକରେ ୬ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାସୁଦେବପୁର…

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା: ଚେତିବେ କି ସରକାର?

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା ଦେଖାଦେଇଛି। ସଂକ୍ରମଣ ସଂଖ୍ୟା ବଢିଚାଲିଛି। ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। କେବେ ସରକାରଙ୍କ ଚେତା ପଶିବ। କେବେ ସରକାର ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ଆଉ କେତେ ଲୋକ ସଂକ୍ରମିତ ହେଲେ,…

ବଡ଼ ଖବର! ଉତ୍ତର ପ୍ରଦେଶରୁ ଟ୍ରେନରେ ଆସିବ ଆଳୁ

ଆଳୁ ପାଇଁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ିବନି। ୟୁପିରୁ ଟ୍ରେନ୍‌ ଯୋଗେ ଆଳୁ ଆସିବ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ସଙ୍କଟ ଦୂର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।…

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ବୟାନ

୨୦୧୩ରୁ ୨୦୨୪ ଭିତରେ ଭି କେ ପାଣ୍ଡିଆନ ହେଲିକପ୍ଟରରେ ବୁଲିବାରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ମଧ୍ୟ ତିଆରି ହେଉଥିଲା। ସର୍ବସମ୍ମୁଖରେ ରାଜକୋଷରୁ ଭୂଲୁଣ୍ଠନ କରୁଥିଲେ। ତେବେ ବିଜେପି…

ସିମ୍ ବକ୍ସ ଲିଙ୍କ୍: ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ ପୋଲିସ

ରାଜଧାନୀ ଭୁବନେଶ୍ୱରରେ ସିମ ବକ୍ସ ମାଧ୍ୟମରେ ଜଣେ ବ୍ୟକ୍ତି ବେଆଇନ କାର୍ଯ୍ୟ କରୁଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଅଞ୍ଚଳର। ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ପୋଲିସ ନଜର ରଖି ତାଙ୍କୁ ଗିରଫ…