Month: July 2024

ନିର୍ବାଚନରେ ବିଜେଡି ଲୋକ ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ

ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ବିଜେଡି ହିଁ ବିଜେଡିକୁ ହରାଇଛି । ବିଭିନ୍ନ ଜାଗାରେ ମୂଷା ଥିଲେ। ଅନେକ କ୍ଷେତ୍ରରେ ବିଜେଡ଼ି ଲୋକ ବିଜେଡ଼ିକୁ ହିଁ ହରାଇବାକୁ ଲାଗିଥିଲେ । ଜିତିଛୁ, ଜିତିବୁ, ଓଭର…

୧୯ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା। କାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଠିଂ ଜାରି କରିଛି ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି,…

କ୍ରୀଡ଼ାର ଉନ୍ନତି ପାଇଁ କିଛି କରିନାହାନ୍ତି: ଇସ୍ତଫା ଦିଅନ୍ତୁ ବବି

ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କରିଛନ୍ତି ନୂଆ ଫାଓ ସଭାପତି ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପରେ ସମୀରଙ୍କ ପ୍ରତିକ୍ରିୟା। ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ। ଓସିଏ କିମ୍ବା କ୍ରୀଡ଼ାର…

କଡ଼ା ଚେତାବନୀ: ରଥ ଉପରେ ମୋବାଇଲ ନିଷେଧ

ଶ୍ରୀମନ୍ଦିରର ନୀତି ଶୃଙ୍ଖଳାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟା ପ୍ରଶାସକ ଅରବିନ୍ଦ ପାଢ଼ୀ। ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି। ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।ଅଣସେବାୟତ ରଥ ଉପରକୁ ମୋବାଇଲ ନେଉଥିବା ପରିଲକ୍ଷିତ…

ଫାଓର ନୂଆ ସଭାପତି ସମୀର ଦେ

ବିଜେପି ନେତା ସମୀର ଦେ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (ଫାଓର) ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଭାପତି ଥିଲେ। ହେଲେ ସେ ଇସ୍ତଫା ଦେବା ପରେ ସମୀର ଦେଙ୍କୁ ସଭାପତି…

କାଲି ସୁଦ୍ଧା ଆସିବ ରତ୍ନଭଣ୍ତାର ଏସଓପି: ଆଇନମନ୍ତ୍ରୀ

ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ତାର ଖୋଲିବା ନେଇ ଆସିବ ଏସଓପି। ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି। ଏ ନେଇ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି…

କାଳ ହେଲା ସମ୍ପତ୍ତି: ବାପାର ବୋମାମାଡ଼ରେ ସାନପୁଅ ମୃତ

କାଳ ହେଲା ସମ୍ପତ୍ତି ଲୋଭ। ବାପାର ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ହୋଇଛି। ବାଣପୁର ଥାନା ସାହସପୁର ଶାନ୍ତିନଗରରେ ଏଭଳି ଘଟଣା ଘଟିଛି। ବଡ଼ ପୁଅକୁ ମାରିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ସଂପତ୍ତିକୁ ନେଇ ବଡ଼ ପୁଅ ସହ ଦୀର୍ଘଦିନ…

ଡେଙ୍ଗୁ ଆତଙ୍କ: ପ୍ରତିକାର ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ରାଜ୍ୟରେ ଡରାଇଲାଣି ଡେଙ୍ଗୁ ଆତଙ୍କ। ବଢୁଛି ସଂକ୍ରମଣ। ତେଣୁ ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଫିଲ୍ଡ ଷ୍ଟାଫ୍‌ଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ…

ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି। ଗଛରେ ରଶି ଲଗାଇ ଦୁର୍ଯ୍ୟୋଧନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଦୁର୍ଯ୍ୟୋଧନ ୨୦୦୨ ବ୍ୟାଚର ସିପାହୀ ଥିଲେ । କାରଣ ସ୍ପଷ୍ଟ…

କେଜରିୱାଲଙ୍କୁ ଅନ୍ତରୀଣ ଜାମିନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଇଡି ଗିରଫଦାରୀ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲେ…