Month: July 2024

ଆସିଲା ନୂଆ ରାଜ୍ୟ ସରକାରଙ୍କର ପ୍ରଥମ ବଜେଟ୍

ବିଧାନସଭାରେ ଉପସ୍ଥାପନା ହେଲା ନୂଆ ରାଜ୍ୟ ସରକାରଙ୍କର ପ୍ରଥମ ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଉଛି ପୂର୍ଣ୍ଣାଙ୍ଗ ବଜେଟ । ସପ୍ତଦେଶ ବଜେଟ ଅଧିବେଶନର ପ୍ରଥମ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ବଦଳିଲା ରାଷ୍ଟ୍ରପତି ଭବନର ଦୁଇ ସମ୍ମିଳନୀ କକ୍ଷର ନାଁ

ରାଷ୍ଟ୍ରପତି ଭବନର ଦୁଇ ସମ୍ମିଳନୀ କକ୍ଷ ଦରବାର ହଲ୍‌ ଓ ଅଶୋକ ହଲ୍‌ ନାଁ ପରିବର୍ତ୍ତନ ହୋଇଛି। ଦରବାର ହଲ୍‌ ନାମ ବଦଳ ହୋଇ ରହିଲା ‘ଗଣତନ୍ତ୍ର ମଣ୍ଡପ’ ହୋଇଥିବା ବେଳେ ଅଶୋକ ହଲ୍‌ ନାମ ପରିବର୍ତ୍ତନ ହୋଇ ରହିଲା ଅଶୋକ…

ନ୍ୟାୟ ପାଇଲେ ଓଏଏସ ଅଧିକାରୀ ଦେବ ପ୍ରସାଦ ଦାଶ: ହଟିଲା ନିଲମ୍ବନ ଆଦେଶ

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଦେବ ପ୍ରସାଦ ଦାଶଙ୍କୁ ମିଳିଲା ନ୍ୟାୟ। ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଲେ ରାଜ୍ୟ ସରକାର। ନିଲମ୍ବନ ଉଠିବା ପରେ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ଵ ପ୍ରଦାନ…

ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ରାଜଧାନୀରେ ମହିଳା ସାମ୍ୱାଦିକାଙ୍କ ଆତ୍ମହତ୍ୟା ଘଟଣାରେ ବନ୍ଧା ହେଲେ ସ୍ୱାମୀ ଶ୍ରୀଧର ଜେନା। ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ…

ଆଜିଠୁ ଭାରତର ପ୍ୟାରିସ୍ ଅଭିଯାନ

ପ୍ୟାରିସ୍‍ ଅଲିମ୍ପିକ୍ସ ୨୦୨୪ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ । ଅଲିମ୍ପିକ୍ସ ମହାକୁମ୍ଭ ୨୬ ଜୁଲାଇରେ ଉଦଘାଟନ ହେବାକୁ ଥିବାବେଳେ ଭାରତୀୟ ଖେଳାଳିମାନେ ୨୫ରୁ ଅଭିଯାନ ଆରମ୍ଭ କରିବେ । ଆର୍ଚେରୀ ଟିମ୍‍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ…

ବିଧାୟକ ପାଣ୍ଠି ବୃଦ୍ଧିକୁ ନେଇ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିନକୁ ଦିନ ଦରଦାମ ବୃଦ୍ଧି ଯୋଗୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅଣ୍ଟୁନି। ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ ବିଭିନ୍ନ ଉନ୍ନୟନମୂଳକ ଓ ଅତ୍ୟାବଶ୍ୟକ ପ୍ରକଳ୍ପ କାର୍ଯ୍ୟ ପାଇଁ ଦିଆଯାଉଥିବା ବାର୍ଷିକ ବିଧାୟକ ପାଣ୍ଠିକୁ ବୃଦ୍ଧି କରିବା ନେଇ ବିଧାସଭାରେ ଦିଆଯାଇଥିବା…

ଆଜି ଆସିବ ରାଜ୍ୟ ବଜେଟ୍

ଆଜି ରାଜ୍ୟରେ ଆସିବ ନୁଆ ସରକାରଙ୍କ ନୂଆ ବଜେଟ୍ । ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ । ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନରେ ୨୦୨୪-୨୫…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଆଜି ବଡ଼ ଧରଣର ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ…

ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା

ଶିଶୁ ଭବନ ରେଳ ଓଭରବ୍ରିଜରୁ ଡେଇଁ ବୁଧବାର ଜଣେ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ମଧୁସ୍ମିତା ପରିଡ଼ା। ସେ ଭୁବନେଶ୍ବରର ଏକ ୱେବ ଚ୍ୟାନେଲରେ କାମ କରୁଥିଲେ। ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଭାଇରଲ ହୋଇଥିଲା। ସୂଚନାଯୋଗ୍ୟ,…

୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଆମ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତବ୍ୟ ଦେଇଛନ୍ତି । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଓଡିଶାର…