Day: 17 July 2024

ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା

ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ରବିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୯ରେ ପୁଣି ଏକ…

ବୁଡ଼ିଲା ତେଲ ଟ୍ୟାଙ୍କର: ୧୩ ଭାରତୀୟ ନିଖୋଜ

ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ବୁଡ଼ି ୧୬ ଜଣ ନିଖୋଜ ହୋଇଛନ୍ତି । ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ, ୩ ଶ୍ରୀଲଙ୍କା ନାଗରିକ ଥିବା ସୂଚନା ମିଳିଛି। ନିଖୋଜଙ୍କୁ ଖୋଜିବାକୁ ଜାହାଜ ଓ ଏୟାରକ୍ରାଫ୍ଟ ପଠାଇଛି ଭାରତ। ଓମାନ ଜାହଜ ସହ…

ଆଜି ମହାପ୍ରଭୁଙ୍କ ସୁନାବେଶ; ସୁନାରେ ସଜେଇ ହେବେ ଶ୍ରୀଜିଉ

ଆଜି ରଥରେ ଶ୍ରୀଜିଉଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହେଉଛି ବଡ଼ଦାଣ୍ଡ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ଏଥିପାଇଁ…

ଏସସିବି ମେଡ଼ିକାଲରେ ତେଜୁଛି ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍ ବିବାଦ; ରୋଗୀସେବା ବାଧାପ୍ରାପ୍ତ

କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ବଢିବାରେ ଲାଗିଛି। ବେଳକୁ ବେଳ ଜଟିଳ ରୂପ ହେଉଛି । ଉଭୟ ଗୋଷ୍ଠୀଙ୍କ ମଧ୍ଯରେ ଆରୋପ ପ୍ରତ୍ୟାରୋପ, ଅଭିଯୋଗକୁ ନେଇ ଡାକ୍ତରଖାନାରେ ଏକ ଗଣ୍ଡଗୋଳିଆ…

୧୯୮୫ ମସିହାରେ ବି ଖୋଲା ଯାଇଥିଲା ରତ୍ନ ଭଣ୍ଡାର: ନିରଞ୍ଜନ ପଟ୍ଟନାୟକ

ମହାପ୍ରଭୁଙ୍କୁ ଲାଗି ପାଇଁ ଶ୍ରୀମନ୍ଦିର ଭିତରେ ଥିବା ରତ୍ନଭଣ୍ଡାରର ରହସ୍ୟ ଆଜି ବି ବିଶ୍ବର ଅଗଣତି ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଦୀର୍ଘବର୍ଷ ପରେ ଚଳିତବର୍ଷ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର କିନ୍ତୁ ଶେଷଥର କେବେ ଖୋଲା ଯାଇଥିଲା ତାହାକୁ ନେଇ ଦ୍ଵନ୍ଦ…

ରାଜ୍ୟପାଳ ରଘୁବର ଦାସ ନିଜ ପୁଅକୁ ଆଚରଣ ଶିଖାନ୍ତୁ

ପୁଅ-ଝିଅଙ୍କ ପାଇଁ ବହୁବାର ଏବଂ ବହୁକ୍ଷେତ୍ରରେ ବାପାମାନେ ବହୁତ ପସ୍ତେଇଛନ୍ତି। ଭିପି ସିଂଙ୍କ ସମୟରେ ତାଙ୍କ ପୁଅଙ୍କୁ ସେଣ୍ଟ କିଟୁ ମାମଲାକୁ ନେଇ କଂଗ୍ରେସ ଘେରିବାକୁ ଚେଷ୍ଟା କରିଥିଲା । କାର୍ତ୍ତି ଦେଶାଇଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋରାଜୀଙ୍କ ବିରୋଧରେ ମୋହଁ ଖୋଲିଥିଲେ…

ନବୀନ ନିବାସରେ ରାଜନୀତି ଦୋକାନ ଖୋଲିସାରିଲେଣି ପାଣ୍ଡିଆନ!

ସତ ରେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ? ଜମାରୁ ନୁହେଁ । ସେ ଶଙ୍ଖ ଭବନ ଯାଉନାହାନ୍ତି ଏକଥା ସତ । ସେ ସାଧାରଣରେ ଲୋକଙ୍କ ସହ ମିଶୁ ନାହାନ୍ତି। ବିଜଦ ନେତାମାନଙ୍କୁ ଖୋଲାଖୋଲି ଗୁରୁ ମନ୍ତ୍ର…