Day: 12 July 2024

ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ

୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ । ତାପଙ୍ଗ ଖଣି ପାଣିରରେ ଆଜି ସକାଳେ ଓମ୍‌ ପ୍ରକାଶଙ୍କ ମୃତଦେହ ଭାସିଥିବା ବେଳେ ଉଦ୍ଧାର କରାଯାଇଛି । ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।…

ଆସନ୍ତା ୨୫ ତାରିଖରେ ଆସିବ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ

ଆସନ୍ତା ୨୫ ତାରିଖରେ ଆସିବ ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ। ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ ହେବାକୁ ଯାଉଛି। ଲୋକସେବା ଭବନରେ ଦିନ ସାଢେ…

ନଦୀରେ ଭାସିଗଲା ୨ଟି ଯାତ୍ରୀବହୀ ବସ୍‌, ୬୩ ଯାତ୍ରୀ ନିଖୋଜ

ପ୍ରବଳ ବର୍ଷା ସାଙ୍ଗରେ ନେପାଳର ନାରାୟଣଗଡ଼-ମୁଗଲିନ ରୋଡ୍‌ ସେକ୍ସନରେ ଭୂସ୍ଖଳନ ହେବାରୁ ୨ଟି ବସ୍‌ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ଖବର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ…

ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ; ବୀର ବିକ୍ରମ ଯାଦବଙ୍କ ଛୁଟି

୧୯୯୬ ବ୍ୟାଚର ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ହୋଇଛନ୍ତି। ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ପରେ ବୀର ବିକ୍ରମ ଯାଦବଙ୍କ ଛୁଟି ହୋଇଯାଇଛି। ଶ୍ରୀ ପାଢ଼ୀଙ୍କ ପ୍ରଶାସନିକ ଦକ୍ଷତା ରହିଛି। ମହାପ୍ରଭୁଙ୍କ ବାହୁଡ଼ା…