ଖେଳ ତାଜା ଖବର ଦେଶ ରାଜ୍ୟ ବାରବାଟୀରେ ଖେଳାହେବ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ June 20, 2024 Papirani ଦୀର୍ଘ ଦିନ ପରେ କଟକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା । ଯାହାକୁ ନେଇ ପୁଣି ଉତ୍ସାହିତ ହୋଇପଡିଛନ୍ତି କ୍ରିକେଟ୍ ପ୍ରେମୀ । କଟକର ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡର ଅନ୍ତର୍ଜାତୀୟ ଦିନିକିଆ…
ତାଜା ଖବର ରାଜ୍ୟ ଯାଜପୁରର ୨ ଠିକାଦାରଙ୍କ ଘରେ ଜିଏସ୍ଟି ରେଡ୍ June 20, 2024 Papirani ଯାଜପୁର ଧର୍ମଶାଳା ଜାରକା ବଜାରରେ ଆୟକର ବିଭାଗର ଚଢ଼ାଉ । ୨ ଠିକାଦାରଙ୍କ ଘରେ କେନ୍ଦ୍ରୀୟ ଜିଏସଟି ବିଭାଗର ଚଢାଉ କରିଥିବା ସୂଚନା । ଟିକସ ଫାଙ୍କି ଅଭିଯୋଗରେ କେନ୍ଦ୍ରୀୟ ଜିଏସଟି ବିଭାଗର ଚଢାଉ ହୋଇଛି । ଜାରକା ବଜାରରେ ଥିବା…
ତାଜା ଖବର ରାଜ୍ୟ ଆଜି ରାତି ୧୨ଟାରୁ କାଲି ଦିନ ୧୧ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ June 20, 2024 Nirvay ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ସୁବାଶିତ କଳସରେ ଗାଧୋଇବେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କର ଆଗମନ ହେଉଛି। ଧୀରେ ଧୀରେ ଭିଡ଼ ବଢ଼ିବାରେ ଲାଗିଛି। ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ…
ତାଜା ଖବର ରାଜ୍ୟ କାଲି ସାରା ରାଜ୍ୟରେ ସକାଳୁଆ ସ୍କୁଲ June 20, 2024 Papirani ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ପାଇଁ ସକାଳୁଆ ସ୍କୁଲ କରିବା ନେଇ…
ତାଜା ଖବର ରାଜ୍ୟ ଅନୁଭବ-ବର୍ଷା ବିବାଦ ମାମଲାରେ ଅନୁଭବ ମହାନ୍ତିଙ୍କ ବିରୋଧରେ ଚାର୍ଜଫ୍ରେମ୍ June 20, 2024 Papirani ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଚାର୍ଜଫ୍ରେମ୍। ଏନବିଡବ୍ଲୁ ମାମଲାରେ କଟକ ଜେଏମ୍ ଏଫ୍ ସି କୋର୍ଟରେ ହାଜରହେଲେ ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀ । ପୁରୀ ଘାଟ ଥାନା…
ତାଜା ଖବର ରାଜନୀତି ରାଜ୍ୟ ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା: ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି June 20, 2024 Papirani ଭୁବନେଶ୍ବରରେ ମୁକୁଳା ଡ୍ରେନରେ ପଡ଼ି ନାବାଳକ ମୃତ୍ୟୁ ଘଟଣାରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି। ଗତକାଲି ବିଏମସିକୁ ଏନେଇ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ। କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ରହିଛି…
ରାଜ୍ୟ ହୁ ହୁ ହୋଇ ବଢ଼ିଚାଲିଛି ପରିବା ଦର; ଚିନ୍ତାରେ ସାଧାରଣ ଜନତା June 20, 2024 Nirvay ଦିନକୁ ଦିନ ବଢ଼ୁଛି ପରିବା ଦର। ଗ୍ରାହକଙ୍କ ପକେଟକୁ ବାଧୁଛି ଦର। ସ୍ୱାଭାବିକ ଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧିପାଇଛି ଯାହାକୁ ନେଇ ଚିନ୍ତାରେ ଖାଉଟି। ଅମଳ ସମୟରେ ଆକାଶଛୁଆଁ ପରିବା ଦର। ଯେଉଁ ପରିବା କିଣିଲେ କିଲୋପ୍ରତି ୪୦ ଟଙ୍କାରୁ…
ତାଜା ଖବର ଦେଶ ନିଟ ବିବାଦ: ଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ June 20, 2024 Nirvay ନିଟ ଏବଂ ୟୁଜିସି-ନେଟ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ ଦେଶ ଉଠୁଛି ପଡୁଛି। ଏହାକୁ ନେଇ ଗୁରୁବାର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରିଛନ୍ତି ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI। ନୂଆଦିଲ୍ଲୀସ୍ଥିତ ବାସଭବନ ଆଗରେ NSUI ଛାତୀଛାତ୍ର ବିକ୍ଷୋଭ…
ରାଜନୀତି ସମ୍ପାଦକୀୟ ବିଜେଡିର ନ୍ୟାରେଟିଭ ସୃଷ୍ଟି ଆରମ୍ଭ, ବିଜେପି ଚୁପ୍ June 20, 2024 Nirvay ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଛି। ବିଜେଡି ୨୪ ବର୍ଷ ଧରି ଶାସକ ଦଳରେ ରହିବା ପରେ ଏବେ ବିରୋଧୀ ଦଳ ଭାବେ କାମ କରିବ। ବିଜେପି ସବୁବେଳେ ବିରୋଧୀ ଦଳରେ ରହିଆସିଛି। ବିରୋଧୀ ଦଳରେ ରହି ସ୍ୱର…
ତାଜା ଖବର ଦେଶ ରାଜନୀତି ବିହାର ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍କା June 20, 2024 Papirani ପାଟନା ହାଇକୋର୍ଟ ସଂରକ୍ଷଣ ପ୍ରସଙ୍ଗରେ ବିହାର ସରକାରଙ୍କୁ ଏକ ବଡ ଝଟ୍କା ଦେଇଛନ୍ତି । ଜାତିଭିତ୍ତିକ ଜନଗଣନା ପରେ ବିହାର ସରକାରଙ୍କ ଦ୍ଵାରା ସଂରକ୍ଷଣ ସୀମା ବୃଦ୍ଧି କରିବା ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ଶିକ୍ଷା ଓ ଚାକିରି କ୍ଷେତ୍ରରେ…