Day: 5 May 2022

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ

କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ପଡିଛନ୍ତି ଭିଜିଲାନ୍ସ ପଞ୍ଝାରେ। ଜଗନ୍ନାଥଙ୍କ କଳାରାହାଙ୍ଗ ବାସଭବନ ସମେତ ୯ଟି ସ୍ଥାନରେ ଜାରି ରହିଛି ଚଢ଼ଉ । ବର୍ତ୍ତମାନ ସୁଦ୍ଧା ତାଙ୍କର କେତେ ସମ୍ପତ୍ତି ରହିଛି ତା’ର ଆକଳନ କରାଯାଇ ନାହିଁ ।