Day: 5 May 2022

ଚେସ୍‌ ଅଲିମ୍ପିଆର୍ଡ ପାଇଁ ଆନନ୍ଦଙ୍କ ସହ ଟିମ୍‌ ଇଣ୍ଡିଆ ବିକାଶ କାମରେ ରହିବେ ଗେଲଫାଣ୍ଡ

୭ତାରିଖରୁ ଏଠାରେ ଚେସ୍‌ ଅଲିମ୍ପିଆର୍ଡ ପାଇଁ ବଛା ହୋଇଥିବା ୨୦ଜଣିଆ ଭାରତୀୟ ଦଳର ତାଲିମ ଶିବିର ଆରମ୍ଭ ହେଉଛି। ଜୁଲାଇରେ ୪୪ତମ ଚେସ୍‌ ଅଲିମ୍ପିଆର୍ଡ ଏଠାରେ ଖେଳାଯିବାକୁ ଅଛି। ଭାରତର ଉଭୟ ମହିଳା ଓ ପୁରୁଷ ଟିମ୍‌କୁ ବିଶ୍ୱନାଥନ ଆନନ୍ଦଙ୍କ ସହ…

ବିଧାନସଭା ପରାଜୟ ପରେ ବଙ୍ଗଳା ଗସ୍ତରେ ଶାହା

୨୦୨୧ ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ କରି ରାଜ୍ୟକୁ ଆସିଛନ୍ତି ଗସ୍ତରେ। ଏକ ଦୁଇଦିନିଆ ସରକାରୀ ଗସ୍ତରେ ଆସି ଗୃହମନ୍ତ୍ରୀ ଶାହା ଗୁରୁବାର ଏଠାରେ ପହଞ୍ଚିଛନ୍ତି। ତାଙ୍କର ଏହି ଦୁଇଦିନିଆ ରହଣୀ…

ଆତଙ୍କୀଙ୍କ ଟନେଲ ଠାବ : ଜମ୍ମୁ ଓ କାଶ୍ମୀରରେ ହାଇଆଲର୍ଟ

ଚଳିତବର୍ଷର ଅମରନାଥ ଯାତ୍ରାରେ ବ୍ୟାଘାତ ସୃଷ୍ଟି ପାଇଁ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପନ୍ଦ କରିପାରିଥିବାର ଦାବି ଗୁରୁବାର ବିଏସଏଫ୍‌ ପକ୍ଷରୁ କରାଯାଇଛି। ଜମ୍ମୁ ଓ କାଶ୍ମୀରର ଶାମ୍ବା ଜିଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାରେ ଏକ ଟନେଲର ଠାବ କରିଛି ଭାରତୀୟ ସୀମା ସୁରକ୍ଷାବଳ।…

ରାଜନୈତିକ ଦଳ ନୁହେଁ, ଏବେ କରିବି ପଦଯାତ୍ରା

ଦୁଇଦିନ ତଳେ ସଫଳ ନିର୍ବାଚନୀ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋରଙ୍କ ସୋସିଆଲ ମିଡିଆର ପୋଷ୍ଟ ସଂକେତ ଦେଇଥିଲା ଯେ, ସେ ଏକ ନୂଆ ରାଜନୈତିକ ଦଳ ଗଢିବାକୁ ଯାଉଛନ୍ତି ବୋଲି। ହେଲେ ଗୁରୁବାର ଦିନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି…

୪ ଆତଙ୍କବାଦୀ ଗିରଫ ,ରାଜଧାନୀ ଦିଲ୍ଲୀକୁ ଉଡ଼ାଇବାକୁ କରୁଥିଲେ ଯୋଜନା ।

ନୂଆଦିଲ୍ଲୀ:ରାଜଧାନୀକୁ ଉଡାଇବାକୁ ଚାଲିଥିଲା ଷଡଯନ୍ତ୍ର ପୋଲିସ କରିଦେଲେ ବିଫଳ, ବନ୍ଧା ହେଲେ ୪ ଆତଙ୍କବାଦୀ। ସୂଚନା ମୁତାବକ ଏହି ଆତଙ୍କବାଦୀ ମାନେ ପଞ୍ଜାବରୁ ଦିଲ୍ଲୀ ଆସୁଥିଲେ। ଏହି ୪ଜଣ ପଞ୍ଜାବର ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡିତ। ଗିରଫ…

ସାଲିଆ ସାହିରୁ ୨୦୦ ଗ୍ରାମ ବ୍ରାଉନ ସୁଗାର

ସାଲିଆ ସାହି ବସ୍ତିରୁ ଜବତ ହୋଇଛି ୨୦୦ଗ୍ରାମ ବ୍ରାଉନ ସୁଗାର । ସ୍ପେଶାଲ ଫୋର୍ସ ଏହାକୁ ଜବତ କରିବା ସହ ରାଜୀବ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଧରିଛି। ଏହି ବ୍ରାଉନ ସୁଗାରର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଗୁରୁବାର…

ଦୁଷ୍କର୍ମ ପରେ ବିଧବା ମହିଳାଙ୍କୁ, ବିଭତ୍ସ ହତ୍ୟା

ବଲାଙ୍ଗୀର ଲର୍କିପାଲିଠାରେ ଜଣେ ବିଧବା ମହିଳାଙ୍କ ମୃତଦେହ ମିଳିଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ୪୫ ବର୍ଷୀୟା ଅଞ୍ଜଳି ପଟେଲ ବୁଧବାର ରାତିରେ ଘରଠାରୁ ୨୦୦ ମିଟର ଦୂର ବିଲକୁ ଶୌଚ ପାଇଁ ଯାଇଥିଲାବେଳେ ଫେରିନଥିଲେ ।…

ଭୁବନେଶ୍ୱରରେ ଡି ପୁରନ୍ଦେଶ୍ୱରୀ

ଭାଜପା ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଗୁରୁବାର ପହଞ୍ଚଛନ୍ତି ଭୁବନେଶ୍ୱରରେ। ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଥିଲାବେଳେ ଏହି କ୍ରମରେ ଭାଜପା କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଛି। ଦଳ କାହାକୁ ପ୍ରାର୍ଥୀ…

ଟାଣିନେଲା କୁମ୍ଭୀର!

ମାଛ ଧରିବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ କୁମ୍ଭୀର ଟାଣି ନେଇଥିବା କୁହାଯାଉଛି । ମାଛ ଧରିବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ କୁମ୍ଭୀର ଟାଣି ନେଇଥିବା…

୧୮ ଜିଲ୍ଲାପାଳଙ୍କୁ ଚିଠି, ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ହେବ ଶୁକ୍ରବାର। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି କ୍ରମରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ୧୮ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ…