ଭୁବନେଶ୍ୱରରେ ଅପମିଶ୍ରିତ ମଦ ପିଇ ୨ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର କଟକ ପୁରୀ ରୋଡ୍ ଷ୍ଟେସନ ବଜାରରେ ଥିବା ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଅପମିଶ୍ରଣ ମଦ ବିକ୍ରି ଅଭିଯୋଗ ହେବା ପରେ ସଂପୃକ୍ତ ମଦ ଦୋକାନକୁ ସ୍ଥାନୀୟ ବାସିନ୍ଦା ଘେରାଉ କରିଥିଲେ । ପରେ ଅବକାରୀ ବିଭାଗ ବିଦେଶୀ ମଦ ଦୋକାନକୁ ସିଲ୍ କରିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଲକ୍ଷ୍ମୀସାଗର ଅଞ୍ଚଳର ୨ ଯୁବକଙ୍କ ମଦ ପିଇବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । Post navigation ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ