୨୦୨୪ ନିର୍ବାଚନ ପୂର୍ବରୁ ବର୍ଷକରେ ବିନା ବଜେଟ୍‌ ବ୍ୟୟବରାଦରେ ୧୪୦ ଯୋଜନା ଘୋଷଣା ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୪ ନିର୍ବାଚନ ପୂର୍ବରୁ ଗୋଟିଏ ବର୍ଷରେ ୧୪୦ ଯୋଜନା ହୋଇଛି କିନ୍ତୁ ଏହି ସବୁ ଯୋଜନା ବିନା ବଜେଟ୍‌ ବ୍ୟୟବରାଦରେ କରାଯାଇଥିଲା । ଅନେକ ଯୋଜନା କେବଳ ଘୋଷଣାରେ ସୀମିତ ରହିଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ବି ବ୍ୟୟବରାଦ ହୋଇ ନ ଥିଲା ଯୋଜନା ।

Leave a Reply

Your email address will not be published. Required fields are marked *