ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ହେବାକୁ ଲାଗୁଥିବ ବେଳେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ମହିଳା ବିରୋଧୀ ଅପରାଧକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେଉଁମାନେ ଅପରାଧ କରୁଛନ୍ତି ସେମାନଙ୍କୁ ଜେଲ୍ ପଠାଯାଉଛି । ମହିଳା ହିଂସାକୁ ନେଇ ଆସିବ ଶ୍ବେତପତ୍ର। ମହିଳାଙ୍କ ଉପରେ ହେଉଥିବା ଅପରଧକୁ ତ୍ବରିତ ଭାବେ ସରକାର ଆକ୍ସନ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *