ରାତିସାରା ଖୋଲୁଥିବା ବାର, ପବ୍‌ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବନ୍ଦ ନହେଲେ ପ୍ରଥମ ଚଢ଼ାଉରେ ପଡ଼ିବ ଫାଇନ୍‌ । ବାରମ୍ବାର ଉଲ୍ଲଂଘନ କଲେ ପବ୍‌, ବାର୍‌ ଲାଇସେନ୍ସ ବାତିଲ କରାଯିବ । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ଅବକାରୀ କମିଶନର ।ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ । ଅଫିସର ସଠିକ କାର୍ଯ୍ୟ ନକଲେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ।

Leave a Reply

Your email address will not be published. Required fields are marked *