Bus, truck association support odisha-drivers-call for strike
ଡ୍ରାଇଭର ଏକତା ମଞ୍ଚର ଆନ୍ଦୋଳନକୁ ଆଜି ଟ୍ରକ୍‌ ଓ ବସ୍‌ ମାଲିକ ସଂଘ ସମର୍ଥନ କରିଛି ।
 
୬ ଦଫା ଦାବି ପୂରଣ ନେଇ ଓଡ଼ିଶା ଡ୍ରାଇଭର ଓ ଏକତା ମଞ୍ଚ ପକ୍ଷରୁ ଆସନ୍ତା ଜୁଲାଇ ୮ ତାରିଖରୁ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଛି ।
 
ଗାଡ଼ି ଚେକିଂ ପାଇଁ ପୋଲିସକୁ କ୍ଷମତା ପ୍ରସ୍ତାବକୁ ଡ୍ରାଇଭର ଏକତା ମଞ୍ଚ, ଟ୍ରକ୍‌ ଓ ବସ୍‌ ମାଲିକ ସଂଘ ମିଳିତ ବିରୋଧ କରିଛନ୍ତି । ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ମିଳିତ ଭାବେ ଅଭିଯୋଗ କରିଛନ୍ତି ସଂଘ ।

By Nirvay

Leave a Reply

Your email address will not be published. Required fields are marked *