ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଁଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ magisterial court ( କାର୍ଯ୍ୟ ନିର୍ବାହୀ ) ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। Post navigation ଜଗନ ରେଡ୍ଡୀଙ୍କୁ ଝଟକା, ରାଜ୍ୟସଭାରୁ ୱାଇଏସଆର କଂଗ୍ରେସ ପାର୍ଟି ଦୁଇ ଜଣ ସାଂସଦ ଦେଲେ ଇସ୍ତଫା ୱାଏନାଡ଼ ଭୂସ୍ଖଳନ; ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର ଓଡ଼ିଶା ଫେରିଲେ