ତାଜା ଖବର ଦେଶ ଦିଲ୍ଲୀରେ ବନ୍ୟା ପରିସ୍ଥିତି; ସଚିବାଳୟକୁ ଛୁଇଁଲା ଯମୁନା ଜଳ September 4, 2025 Papirani ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି। କ୍ରମାଗତ ବର୍ଷା ଏବଂ ଉପରମୁଣ୍ଡରୁ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଦିନକୁ ଦିନ ଯମୁନା ନଦୀ ଫୁଲିବା ଯୋଗୁଁ…