Tag: World News

Shutdown of Hormuz Strait: ଆମେରିକା, ଇସ୍ରାଏଲ୍‌, ୟୁରୋପ ପାଇଁ ହର୍ମୁଜ ଜଳପଥ ବନ୍ଦ ରହିବା ନେଇ ସ୍ପଷ୍ଟ କଲା ଇରାନ

ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁଜ ଏକପ୍ରକାର ବନ୍ଦ ହେବା ପରିସ୍ଥିତିକୁ ଚାଲିଆସିଛି । ଇରାନ କହିଛି ଯେ ହର୍ମୁଜ ଜଳପଥ କେବଳ ଆମେରିକା, ଇସ୍ରାଏଲ୍‌ ଏବଂ ୟୁରୋପ ପାଇଁ ବନ୍ଦ ରହିବ । ସେମାନଙ୍କର…

Khamenei Killed In US-Israel Strikes: ଇରାନର ସର୍ବୋଚ୍ଚ ନେତା ଖାମେନେଇ ନିହତ, ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନ । ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଇରାନର ମିଡିଆ ପକ୍ଷରୁ କୁହାଯାଇଛି । ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ…

US-Israel Airstrike On Iran: ଆମେରିକା-ଇସ୍ରାଏଲ୍‌ର ଆକ୍ରମଣରେ ୪୦ ଇରାନୀୟ ଛାତ୍ରୀ ମୃତ

ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ମିନାବ ସହରସ୍ଥିତ ଏକ ସ୍କୁଲରେ ୪୦ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ୬୦ ରୁ ଅଧିକଆହତ ହୋଇଥିବା ଖବର ମିଳିଛି । ଛାତ୍ରୀମାନେ ପାଠପଢ଼ୁଥିବା ସମୟରେ ଆକ୍ରମଣ ହୋଇଥିଲା ।…

Bolivia Plane Crash: ବଲିଭିଆରେ ବିମାନ ଦୁର୍ଘଟଣା; ୧୫ ମୃତ୍ୟୁ, ୩୦ରୁ ଅଧିକ ଆହତ

ଦକ୍ଷିଣ ଆମେରିକା ଦେଶ ବଲିଭିଆରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ବ୍ୟାଙ୍କ ନୋଟ ନେଇ ଯାଉଥିବା ଏକ ହରକ୍ୟୁଲେସ ବିମାନ ଏଲ ଅଲଟୋ ସହରରେ କ୍ରାସ ହୋଇଯାଇଛି । ବିମାନଟି ଦେଶର ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ୍ ଧରି ଅନ୍ୟ…

Trump Announces 10% Global Tariff: ଟ୍ରମ୍ପଙ୍କ ବିଶ୍ୱବ୍ୟାପି ୧୦% ନୂଆ ଟାରିଫ୍‌ ଘୋଷଣା

ଟ୍ରମ୍ପଙ୍କ ଟାରିଫ୍‌ ନିଷ୍ପତ୍ତିକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ କହିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଟାରିଫ ଘୋଷଣା କରିଛନ୍ତି । ଟ୍ରମ୍ପ ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଶୁଳ୍କ ଲାଗୁ କରି ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ…

World’s First Black Tiger Safari: ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ । ବାରିପଦା ସଦର ଥାନା ଅନ୍ତର୍ଗତ ମଞ୍ଚାବନ୍ଧା ଠାରେ ଏହି ସଫାରୀ ଖୋଲିବା ପାଇଁ କିଛି ମାସଧରି ଲାଗିରହିଥିବା ପ୍ରତିବନ୍ଧକ ଦୂର ହୋଇଛି । କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା…

G20 Summit: ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; G20 ସମ୍ମିଳନୀରେ ଦେବେ ଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା ଜି-୨୦ ଲିଡର୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

Afghan cricketers killed: ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେ ୩ ଆଫଗାନୀ କ୍ରିକେଟରଙ୍କ ମୃତ୍ୟୁ

ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନ ସମ୍ପର୍କ ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛି । ଆଫାଗାନିସ୍ତାନର ପକତିକା ପ୍ରୋଭିନ୍ସରେ ଶୁକ୍ରବାର ଦିନ ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରେ ୩…

ରୁଷିଆରେ ୭.୪ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ରୁଷିଆର କାମଚଟକାର ପୂର୍ବ ଉପକୂଳରେ ଶନିବାର ଦିନ ସକାଳେ ପୁଣି ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୪ ଓ ଗଭୀରତା ୩୯.୫ କିଲୋମିଟର ରେକର୍ଡ ହୋଇଛି । ଏଥିଯୋଗୁ ସୁନାମୀ ଚେତାବନୀ ଦିଆଯାଇଛି । ତେବେ…

ରୁଷରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ଆତଙ୍କ

ରୁଷରେ ଆଜି ଭୋର ସମୟରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ମାପ କରାଯାଇଛି । ଏହି ଭୂମିକମ୍ପ ପରେ ପ୍ରଶାନ୍ତ ମହାସାଗରରେ ସୁନାମି ଚେତାବନୀ ଜାରି କରାଯାଇଥିବା ବେଳେ କାମ୍‌ଚାଟକା ଉପକୂଳରେ…