ତାଜା ଖବର ଦେଶ ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ଭାରତର ନୀରଜ ଚୋପ୍ରା September 17, 2025 Papirani ଟୋକିଓରେ ଚାଲୁଥିବା ବିଶ୍ୱ ଆଥଲେିଟକ୍ସ ଚାମ୍ପିଅନସିପ ଫାଇନାଲରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରା ଫାଇନାଲ । ବୁଧବାର ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ୮୪.୮୫ ମିଟର ପର୍ଯ୍ୟନ୍ତ ଜାଭଲିନ୍ ପକାଇ ଫାଇନାଲକୁ ପ୍ରବେଶ କରିଛନ୍ତି । ଫାଇନାଲରେ ପ୍ରବେଶ…