ତାଜା ଖବର ରାଜ୍ୟ Woman Raped in BBSR: ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ June 8, 2026 Papirani ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ପୁରୁଷ ବନ୍ଧୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୀଡିତା ଧଉଳି ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୁରୁଷ ବନ୍ଧୁଙ୍କ ଫେରାର୍ ରହିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଡାକ୍ତରୀ…