Tag: Women dies

ଜିଅନ୍ତା ଜଳିଗଲେ ଯୁବତୀ; ଅଶ୍ଳୀଳ ଫୋଟ ଭାଇରାଲ କରି ପ୍ରେମିକ କରୁଥିଲା ବ୍ଲାକ୍‌ମେଲିଂ

ଘର ଭିତରେ ଜଳିଗଲେ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଣେ ଯୁବତୀ ଘର ଭିତରେ ଜଳିଯାଇଥିବା ଜଣାପଡିଛି । ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ ବୋଲି ଜଣା ପଡିଛି…