ତାଜା ଖବର ଦେଶ ରାଜନୀତି ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର: ଅମିତ ଶାହା June 1, 2025 Papirani ଆଜି ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଗସ୍ତରେ ମମତାଙ୍କ ଉପରେ ବର୍ଷିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ୨୦୨୬ ପରେ ମମତା ଆଉ ବେଙ୍ଗଲର ମୁଖ୍ୟମନ୍ତ୍ରୀ ରହିପାରିବେ ନାହିଁ । ମା’ ମାଟି ମାନୁଷ”ର ନାରା ଦେଇ…