ତାଜା ଖବର ଦେଶ US-Israel-Iran War: ମଧ୍ୟପ୍ରାଚ୍ୟରେ ଯୁଦ୍ଧ; ଶାନ୍ତି ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି March 2, 2026 Papirani ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାନ୍ତି ପାଇଁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଇରାନ ଉପରେ ଆମେରିକା-ଇସ୍ରାଏଲର ବିମାନ ଆକ୍ରମଣ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରି ଇରାନର ପ୍ରତିଶୋଧମୂଳକ ଆକ୍ରମଣ ପରେ ଆଞ୍ଚଳିକ…