ତାଜା ଖବର ରାଜ୍ୟ Municipal Elections: ପୌର ନିର୍ବାଚନ ପାଇଁ ଜାରି ହେଲା ୱାର୍ଡ଼ ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ନୂଆ ସମୟସୂଚୀ September 18, 2026 Papirani ଓଡ଼ିଶାରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ମ୍ୟୁନିସିପାଲିଟି ଓ ଏନ୍ଏସି ଗୁଡ଼ିକର ୱାର୍ଡ଼ ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପାଇଁ ଏକ ନୂତନ ଏବଂ ସଂଶୋଧିତ ସମୟସୂଚୀ…