Tag: Waqf Bill

ୱାକଫ୍ ବିଲ୍ ଭୋଟିଂ; ବିବେକ କଥା ମିଛ, ଏକତରଫା ଭୋଟ ଦେଇଛି ବିଜଦ

ୱାକଫ୍ ବିଲ୍ ରାଜ୍ୟସଭାରେ ଆଗତ ହେବା ସମୟରେ ବିଜୁ ଜନତା ଦଳର ବିଭାଜିତ ଚେହେରା ସାମ୍ନାକୁ ଆସିଥିଲା। ବିଲ୍ ଉପରେ ଭୋଟିଂ ବେଳେ ବିଜଦର ଆଭିମୁଖ୍ୟକୁ ନେଇ ଏଭଳି ପ୍ରତିକ୍ରିୟା ସୃଷ୍ଟି ହେଲା ଯେ ପାଣ୍ଡିଆନଙ୍କୁ ବିଭିନ୍ନ ମହଲ ଟାର୍ଗେଟ୍ କରିବା…

ୱକ୍‌ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ: ଅମର ଶତପଥୀ

ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ଦିନକୁ ଦିନ ଏହାକୁ ନେଇ ସ୍ଥିତି ବହୁତ ସଙ୍ଗୀନ ହୋଇ ପଡିଛି । ଏହା ମଧ୍ୟରେ ୱାକଫ ଘଟଣାବଳୀକୁ ରହସ୍ୟମୟ କହିଛନ୍ତି ଅମର ଶତପଥୀ ।…

ୱକଫ ବିଲ୍‌ରେ ବିଜେଡି ଭୋଟିଂ ଘଟଣା; ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର: ପ୍ରଫୁଲ୍ଲ ଘଡ଼ାଇ

ୱକଫ ବିଲ୍‌ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ଜଣକ ପରେ ଜଣେ ବରିଷ୍ଠ ନେତା ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଏହି ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ…

ବିବାଦୀୟ ୱକଫ୍ ସଂଶୋଧନ ବିଲ୍; ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଭୋଟ୍ ଦେଲିନି: ଦେବାଶିଷ ସାମନ୍ତରାୟ

ବହୁ ବିବାଦ ମଧ୍ୟରେ ୱକଫ୍ ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇସାରିଛି । କିନ୍ତୁ ଏହା ପରେ ବିଜୁ ଜନତା ଦଳରେ ବିବାଦ ସୃଷ୍ଟି ହୋଇଛି । ବିଲକୁ ନେଇ ଦଳର ସଦସ୍ୟମାନେ ଦୁଇ ଫାଳ ହୋଇଯାଇଛନ୍ତି । କିଛି ରାଜ୍ୟସଭା…

ରାଜ୍ୟସଭାରେ ୱକଫ୍ ସପକ୍ଷରେ ମତ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ବିବାଦୀୟ ୱାକଫ୍ ବିଲ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି । ଦୁଇ ଦିନରେ ବ୍ୟାପକ ଆଲୋଚନା ପରେ ଶେଷରେ ବିଲ ପାରିତ ହୋଇଛି । ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା…

ରାଜ୍ୟସଭାରେ ମଧ୍ୟ ପାରିତ ହେଲା ୱାକଫ୍ ବିଲ୍

ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହେଲା ୱାକଫ ବିଲ୍। ଶେଷରେ ବହୁ ବିବାଦୀୟ ୱାକଫ୍ ବିଲ୍ ରାଜ୍ୟସଭାରେ ପାଶ ହୋଇଛି। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ…

ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି; ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡି ସାଂସଦ

ୱାକଫ୍ ସଂଶୋଧନ ବିଲ୍ ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି।ରାଜ୍ୟସଭାରେ ଭୋଟିଂ ବେଳେ ବିରୋଧ ନିଷ୍ପତ୍ତିରୁ ଓହରିଥିବା ସୂଚନା ମିଳିଛି । ବିରୋଧ ନ କରି ବିବେକ ଅନୁସାରେ ରାଜ୍ୟସଭାରେ ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡ଼ି ସାଂସଦ…

ୱାକଫ୍ ବିଲ୍ କୁ ବିଜେଡି ସାଂସଦ ମୁନା ଖାନ୍‌ଙ୍କ ବିରୋଧ

ରାଜ୍ୟସଭାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ବିବାଦୀୟ ୱାକଫ ସଂଶୋଧିତ ବିଲ୍ ୨୦୨୫ କୁ ଉପସ୍ଥାପନ କରିଛନ୍ତି । ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ କରିଛି । ଗୃହରେ…

ୱାକଫ୍ ବିଲ୍‌କୁ ରାଜ୍ୟସଭାରେ ବିରୋଧ କରିବ ବିଜେଡି

କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବାକଫ୍ ସଂଶୋଧନ ବିଲ୍ । ଲୋକସଭାରେ ବିଲ ପାସ ହେବା ପରେ ଏହା ରାଜ୍ୟସଭାରେ ଆଗତ ହେବ । ଏହାରି ମଧ୍ୟରେ ରାଜ୍ୟସଭାରେ ଏହି ବିଲକୁ ବିଜେଡି ବିରୋଧ କରିବ ବୋଲି ସୂଚନା ମିଳିଛି।…

ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍

ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍ ।ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ କରିବେ ସରକାର । ସମସ୍ତ ରାଜନୈତିକ ଦଳ ସହିତ ବ୍ୟାପକ ପରାମର୍ଶ ପରେ, ଆଜି ଲୋକସଭାରେ ୱାକଫ୍‌ ସଂଶୋଧନ ବିଲ୍ ଆଗତ କରାଯିବ। ୮…