ତାଜା ଖବର ଦେଶ ରୁଷ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ଲାଗିବନି ଭିସା ! December 17, 2024 Papirani ଏଣିକି ଭାରତୀୟଙ୍କୁ ରୁଷ ଯିବାକୁ ହେଲେ ଲାଗିବନି ଭିସା ।ଖୁବଶୀଘ୍ର ବିନା ଭିସାରେ ଯାଇହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ବିନା ଭିସାରେ ଯାତ୍ରା ସୁବିଧା ମିଳିପାରିବ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ।…