Tag: Violence

Malkangiri Violence: ମାଲକାନଗିରି ହିଂସାରେ କ୍ଷତି ହୋଇଛି ୩କୋଟି ୪୦ ଲକ୍ଷ ଟଙ୍କା

ମାଲକାନଗିରି ହିଂସାରେ ୩ କୋଟି ୪୦ ଲକ୍ଷର କ୍ଷୟକ୍ଷତି ଆକଳନ କରାଯାଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ସେ କହିଛନ୍ତି ଏହି ଘଟଣାରେ ୩ କୋଟି ୪୦ ଲକ୍ଷର କ୍ଷୟକ୍ଷତି ଆକଳନରେ ଘରକୁ…

ବାଲେଶ୍ୱର ସହରରେ ଆହୁରି କୋହଳ ହେଲା କର୍ଫ୍ୟୁ କଟକଣା

ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବାଲେଶ୍ବର ସହର ଅଶାନ୍ତ ଥିବା ବେଳେ ଧୀରେ ଧୀରେ ଶାନ୍ତି ଫେରୁଥିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ ଓ ବାଲେଶ୍ବର ପୋଲିସର ମିଳିତ ଉଦ୍ୟମରେ କର୍ଫ୍ୟୁ କୋହଳ କରାଯାଇଛି । ବାଲେଶ୍ୱରରେ ଆହୁରି…

ବାଲେଶ୍ୱରରେ ଆଜିଠୁ ଉପଲବ୍ଧ ହେବ ଇଣ୍ଟରନେଟ ସେବା

ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସେଥିପାଇଁ ଆଜିଠୁ ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ତେବେ ମୋବାଇଲରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ସହଦେବଖୁଣ୍ଟା ଓ…

ବାଲେଶ୍ବରରେ ଆହୁରି କୋହଳ ହେଲା କର୍ଫ୍ୟୁ

ବାଲେଶ୍ବରରେ ପରିସ୍ଥିତିରେ ଆସୁଥିବା ସୁଧାରକୁ ଦୃଷ୍ଟିରେ ରଖି ଆହୁରି କୋହଳ ହେଲା କର୍ଫ୍ୟୁ । ସକାଳ ୫ରୁ ଦିନ ୨ଟା ଯାଏଁ ହେବା କର୍ଫ୍ୟୁ କୋହଳ । ଲୋକେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରି ଘରକୁ ଫେରିବାକୁ ପ୍ରଶାସନ…

ପିପିଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼

ପିପିଲିରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ୧୦ରୁ ୧୫ ଜଣ ଆସି ଭଙ୍ଗାରୁଜା କରିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଅଫିସ୍ ସମ୍ମୁଖରେ ଧାରଣା ଦେବ ସହ ପଦକ୍ଷେପ ନ ନେଲେ…

ବାଲେଶ୍ବର ସହରରେ ଆଉ ୨ ଘଣ୍ଟା ହେଲା କର୍ଫ୍ୟୁ କୋହଳ

ବାଲେଶ୍ବର ଗୋଷ୍ଠୀ ସଂଘର୍ଷ କାରଣରୁ ପୁଲିସ ପ୍ରଶାସନ ପକ୍ଷରୁ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ପ୍ୟୁକୁ ଆଉ ୨ ଘଣ୍ଟା କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଏଣିକି ୭ରୁ ୧୧ ପରିବର୍ତ୍ତେ ସକାଳ ୬ଟାରୁ ଦିନ ୧୨ଟା କର୍ଫ୍ୟୁ କୋହଳ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଦୁଇ ଦିନ ହେବ ପୂରା ସହରରେ କର୍ଫ୍ୟୁ ଲାଗିରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି। ସ୍ଥିତିକୁ…

ବାଲେଶ୍ୱର ହିଂସା: କାହାର ଏ ଷଡ଼ଯନ୍ତ୍ର ?

ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସା ପଛରେ ଆଉ ଷଡ଼ଯନ୍ତ୍ର ରହିନି ତ ? ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ଶପଥ ଗ୍ରହଣ କରୁ କରୁ ତାକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଜଣାପଡୁ଼ଛି।…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହେଲା କର୍ଫ୍ୟୁ

ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ହୋଇପାରିଛି ବାଲେଶ୍ୱର । ବିଳମ୍ବିତ ରାତିରେ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ । ବାଲେଶ୍ୱର ସହରରେ ଅଶାନ୍ତ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ…

ବାଲେଶ୍ଵର ଗୋଷ୍ଠୀ ଉତ୍ତେଜନା: ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ

ବାଲେଶ୍ବର ଜିଲ୍ଲା ଟାଉନ ଥାନ ଅନ୍ତର୍ଗତ ସୁନହଟ ଛକ ନିକଟରେ ଏକ ନାଳରେ ରକ୍ତ ଭାସିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପରିସ୍ଥତିକୁ କାବୁ କରିବା ପାଇଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ…