Tag: Vikram Dev University

Question Paper Leak at Vikram Dev University: ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ UG ପ୍ରଥମ ବର୍ଷ ଦ୍ୱିତୀୟ ସେମିଷ୍ଟର ଇଂରାଜୀ ପରୀକ୍ଷା ସ୍ଥଗିତ କରାଯାଇଛି । ଆଜି ଅପରାହ୍ନ ୨ଟାରେ ପରୀକ୍ଷା ହେବାକୁ ଥିବା ବେଳେ, ପ୍ରଶ୍ନପତ୍ର ପୂର୍ବରୁ ହ୍ୱାଟ୍ସଆପ୍‌ରେ ଘୁରି ବୁଲୁଥିବା…