Tag: Vidhan Sabha

ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ; ଗୃହରେ ହଟ୍ଟଗୋଳ

ବିଧାନସଭାରେ ପ୍ରଶ୍ନକାଳରେ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା। ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡିୟମ୍‌ ନିକଟରେ କଂଗ୍ରେସ ସଦସ୍ୟ ନାରାବାଜି ଦେଇଛନ୍ତି । ତାରା ବାହିନୀପତି ଓ ଅଧିରାଜ ପାଣିଗ୍ରାହୀ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ କରିଥିବା…

ଚିକିଟି ମଦମୃତ୍ୟୁ ମାମଲାରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ

ଚିକିଟି ମଦମୃତ୍ୟୁ ମାମଲାରେ ଆଜି ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି. ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି। ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଅଟକ ଅଛନ୍ତି। ୩…

ମହିଳା ବାଚସ୍ପତିଙ୍କୁ ଅସମ୍ମାନ ଅତ୍ୟନ୍ତ ନିନ୍ଦନୀୟ

ବିଧାନସଭାରେ ୨ ବିରୋଧୀ ଦଳ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ବିରୋଧୀ ଡ୍ରାମା କରୁଛନ୍ତି ବୋଲି ଚିକିଟି ବିଧାୟକ କହିଛନ୍ତି।ବିରୋଧୀ ଆଲୋଚନା ଚାହୁଁନାହାନ୍ତି, କେବଳ ଡ୍ରାମା କରୁଛନ୍ତି ବୋଲି…

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ; ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ବିଧାନସଭା ଶାନ୍ତିଶୃଙ୍ଖଳାରେ ଚାଲିପାରୁନି । ଆଜି ଚତୁର୍ଥ ଦିନରେ ମଧ୍ୟ ବିଧାନସଭାରେ ହଙ୍ଗାମା ଫଳରେ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରହିଛି । ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ…

ମଦମୃତ୍ୟୁ ଓ ଜନଜାତିଙ୍କ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବୀ

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ମଧ୍ୟ ବିଧାନସଭାରେ ହଟ୍ଟଗୋଳ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଚିକିଟି ମଦମୃତ୍ୟୁର ଆରଡିସିସ୍ତରୀୟ ତଦନ୍ତ ଦାବି କଲା ବିଜେଡି…

ନିଲମ୍ବିତ ଆଇପିଏସ ଅଫିସରଙ୍କ ପ୍ରସଙ୍ଗ: ଗୃହରେ ହଇଚଇ

ନିଲମ୍ବିତ ଆଇପିଏସ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କ ପ୍ରସଙ୍ଗ ନେଇ ଗୃହରେ ହଇଚଇ । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ । ତାଙ୍କ ବିରୁଦ୍ଧରେ ଏଯାଏଁ କାହିଁକି ଏଫଆଇଆର ହୋଇନି ବୋଲି ପ୍ରଶ୍ନ କରିଛନ୍ତି ।…

ସରଗରମ ହେବ ବିଧାନସଭା; ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିବ ସ୍ଵାଧିକାର ଭଙ୍ଗ ନୋଟିସ

ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା । ୨୦୨୪-୨୫ ଆର୍ଥିକ ବଜେଟ୍ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ। ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଣିଛନ୍ତି। ତେବେ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ କାମ ବନ୍ଦ ନେଇ ଉଦବେଗ ପ୍ରକାଶ କଲେ ବିଧାୟକ

ବିଜେପି ସରକାର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରିବା ଓ ଆମ ଓଡ଼ିଶା ନବୀନ ଓଡ଼ିଶାରେ କାମ ବନ୍ଦ ହୋଇଥିବା ନେଇ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି । ଗୃହରେ ବିଜେଡି ବିଧାୟକ ଗଣେଶ୍ୱର…

୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ

ଗତ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ୫୧୨ ଶିଳ୍ପ ସଂସ୍ଥା ଏମ୍‌ଓୟୁ କରିଥିଲେ । ହେଲେ ସେଥିରୁ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇଛି। ୧୧ ଲକ୍ଷ ୮୫ ହଜାର ୨୮୧…