Tag: Vice Presidential Election

୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ତିନିଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସିପି ରାଧାକ୍ରିଷ୍ଣନ୍ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଏହି ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିପାରନ୍ତି…

୪ଦିନିଆ ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୪ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି ନବୀନ । ସୁସ୍ଥ ହେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ସେଠାରେ ଉପରାଷ୍ଟ୍ରପତି…

ଉପରାଷ୍ଟ୍ରପତି ନିର୍ବାଚନ: ଭୋଟରୁ ବିରତ ରହିବା ବାଟ ବାଛିପାରନ୍ତି ନବୀନ

ଆସନ୍ତା ୯ ତାରିଖ ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ । ପୁଣିଥରେ ବିଜୁ ଜନତା ଦଳ ଓ ନବୀନ ପଟନାୟକଙ୍କ ପାଇଁ ପରୀକ୍ଷାର ଘଡ଼ି । କି ନିଷ୍ପତ୍ତି ନେବେ ନବୀନ ? ସମସ୍ତଙ୍କ ନଜର ନବୀନଙ୍କ ନିଷ୍ପତ୍ତି ଉପରେ । ଜଗଦୀପ…

ସି.ପି ରାଧାକ୍ରିଷ୍ଣନ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ (NDA) । ସି.ପି ରାଧାକ୍ରିଷ୍ଣନ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ । ଏ ନେଇ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସଂସଦୀୟ ବୋର୍ଡ ବୈଠକରେ…

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ସେଥିପାଇଁ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଖାଲି ପଡିଥିବା ଉପରାଷ୍ଟ୍ରପତି ପଦ ସେପ୍ଟେମ୍ବର ୯ରେ ପୂରଣ ହେବ । ନାମାଙ୍କନ ପତ୍ର ଦାଖଲର…