ତାଜା ଖବର ମନୋରଞ୍ଜନ ରାଜ୍ୟ Veteran Actor Nana Patekar Passes Away: ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 8, 2026 Papirani ଭାରତୀୟ ଚଳଚ୍ଚିତ୍ରର ବରିଷ୍ଠ ଏବଂ ପ୍ରଖ୍ୟାତ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ଗୋଆଠାରେ ପରଲୋକ ଘଟିଛି। ତାଙ୍କର ଏହି ଆକସ୍ମିକ ବିଯୋଗ ଖବର ପାଇବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା…