ତାଜା ଖବର ରାଜ୍ୟ କୋରାପୁଟ ଜିଲ୍ଲାକୁ ମିଳିଲା ପିଏମ ଏକ୍ସିଲେନସ୍ ଆୱାର୍ଡ April 21, 2025 Papirani କୋରାପୁଟ ଜିଲ୍ଲାକୁ ମିଳିଲା ସମ୍ମାନ । ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଓ ସଫଳତା ରୂପାୟନ ପାଇଁ ଆଜି କୋରାପୁଟ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଏକ୍ସିଲେନସ-୨୦୨୫ ଆଓ୍ବାର୍ଡରେ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…