Tag: Utkarsh scheme

Utkarsha ITI Scheme: ଉତ୍କର୍ଷ ଯୋଜନାରେ ସାମିଲ ହେବ ରାଜ୍ୟର ୫ଟି ସରକାରୀ ଆଇଟିଆଇ

ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ ‘ଉତ୍କର୍ଷ ITI ଯୋଜନା’ରେ ସାମିଲ ନିଷ୍ପତ୍ତି । ରାଜ୍ୟର ୫ ଟି ଆଇଟିଗୁଡିକ ହେଲା ସରକାରୀ ଆଇଟିଆଇ ପୁରୀ, ସରକାରୀ ଆଇଟିଆଇ ବଲାଙ୍ଗିର, ସରକାରୀ ଆଇଟିଆଇ ଆମ୍ବାଗୁଡ଼ା (କୋରାପୁଟ), ସରକାରୀ ଆଇଟିଆଇ ରାଜକନିକା (କେନ୍ଦ୍ରାପଡ଼ା), ଏବଂ…