ତାଜା ଖବର ବିଶ୍ୱ US-Israel-Iran War: ୫ ଦିନ ପାଇଁ ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ଘୋଷଣା କଲେ ଟ୍ରମ୍ପ; ଟ୍ରମ୍ପଙ୍କ ଦାବିକୁ ଇରାନ ମିଡିଆର ଖଣ୍ଡନ March 23, 2026 Nirvay ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଏବଂ ଆକ୍ରମଣ ମଧ୍ୟରେ ଆମେରିକା ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଥିବା ସୂଚନା ମିଳିଛି । ଆମେରିକାର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ…