ବ୍ୟବସାୟ ସେୟାର ମାର୍କେଟରେ ହଇଚଇ; ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କାର ମୂଲ୍ୟ January 13, 2025 Papirani ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଭାରତୀୟ ଟଙ୍କା। ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ଧରଣର ହ୍ରାସ ଘଟିଛି। ଭାରତୀୟ ଷ୍ଟକ ବଜାର ଆଜି ଖୋଲିବା ମାତ୍ରେ ସେୟାର ମାର୍କେଟରେ ହଲଚଲ୍ ଦେଖିବାକୁ ମିଳିଛି। ରିଅଲ୍ ଇଷ୍ଟେଟ୍, ଫାଇନାନ୍ସିଆଲ୍ ସର୍ଭିସ୍ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସ…