Tag: UPI Tax

Congress target BJP Govt Over UPI Taxes: ୟୁପିଆଇ କାରବାର ଉପରେ ଟିକସ ନିଷ୍ପତ୍ତିକୁ କଂଗ୍ରେସର ଦୃଢ଼ ବିରୋଧ; ଲୋକଙ୍କଠୁ ଶୋଷିବା ବିଜେପିର କାମ: ଭକ୍ତ ଦାସ

ୟୁନିଫାଇଡ୍ ପେମେଣ୍ଟସ ଇଣ୍ଟରଫେସ (UPI) ଏବଂ ଡିଜିଟାଲ ୱାଲେଟ କାରବାର ଉପରେ ଅତିରିକ୍ତ ଶୁଳ୍କ ଓ ଟିକସ ଲଗାଇବାକୁ ନେଇ କେନ୍ଦ୍ରର ବିଜେପି ସରକାରଙ୍କୁ ଘେରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…