ତାଜା ଖବର ଦେଶ Scrap 10-Minute Commitment: ୧୦ ମିନିଟର ବ୍ୟାନର ହଟାଇବାକୁ ଡେଲିଭରି କମ୍ପାନୀମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ତାଗିଦ January 13, 2026 Papirani ଡେଲିଭରି କମ୍ପାନୀମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ତାଗିଦ । ବ୍ଲିଙ୍କେଟ୍, ଜେପ୍ଟୋ, ସ୍ବିଗି, ଜୋମାଟୋ ଆଦିକୁ ନୋଟିସ ଜାରି କଲେ କେନ୍ଦ୍ର ସରକାର । ୧୦ ମିନିଟ୍ରେ ପହଞ୍ଚାଇବା ବ୍ୟାନର ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେଲିଭରି ବୟଙ୍କ ସୁରକ୍ଷାକୁ ଦେଖି…