Tag: unemployed

ରାଜ୍ୟରେ ବଢୁଛି ବେକାର ଇଂଜିନିୟର ସଂଖ୍ୟା

ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ବେକାର ଇଂଜିନିୟର ସଂଖ୍ୟା । ଆଇଟିଆଇ ଓ ଡିପ୍ଲୋମା ଇଂଜିନିୟରିଂ ପାଠ ପଢ଼ି ମିଳୁନି ଚାକିରି। ଯାହାକୁ ନେଇ ବୈଷୟିକ ଶିକ୍ଷାର ଭାଗ୍ୟ ଭବିଷ୍ୟ ଏବେ ଅନ୍ଧାରକରମୟ ହୋଇଉଠିଛି। ଆଜି ବିଧାନସଭା ଗୃହରେ ଧ୍ରୁବ…