Tag: UG PG

UG, PG Admissions: ୨୦୨୬-୨୭ ବର୍ଷ ପାଇଁ ଆଗୁଆ ହେବ ସ୍ନାତକ ସ୍ନାତକୋତ୍ତର ନାମଲେଖା

୨୦୨୬-୨୭ ବର୍ଷ ପାଇଁ ଆଗୁଆ ହେବ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା । ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଘୋଷଣା କରିଛି। ଜୁଲାଇ ୧୦ରୁ…