Tag: U19 World Cup

U19 World Cup 2026: ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତ

୧୯ ବର୍ଷରୁ କମ ବିଶ୍ବକପ୍‌ର ଫାଇନାଲରେ ଭାରତ । ଦଶମ ଥର ଫାଇନାଲରେ ଭାରତ । ସେମି ଫାଇନାଲ୍‌ରେ ଆଫଗାନିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ । ହରାରେ ସ୍ପୋର୍ଟ୍ସ କ୍ଲବରେ ୪୧.୧ ଓଭରରେ ୩୧୧ ରନର ଟାର୍ଗେଟକୁ ପିଛା କରି…