ତାଜା ଖବର ରାଜ୍ୟ ସୁଟିଂ ସାରି ଫେରୁଥିବାବେଳେ ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: ଜଣେ ମୃତ,୪ ଗୁରୁତର June 19, 2024 Papirani କଟକ ଜିଲ୍ଲା ତ୍ରିଶୁଳିଆ କାଜିପାଟଣା ନିକଟରେ କୁଆଖିଆ ନଦୀ ପୋଲ ଉପରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍କୁ ପିଟିଦେଇଛି କାର୍। କାର୍ଟିକୁ ଧକ୍କା ଦେଲପରେ ବ୍ରିଜରୁ ତଳକୁ ଭାରାସାମ୍ୟ ହରାଇ ଖସି ପଡ଼ିଛି ଟ୍ରକ୍।…