Tag: Travelling Allowance

Travelling Allowance Hike: ସରକାରୀ କର୍ମଚାରୀଙ୍କ ବଢ଼ିଲା ଯାତ୍ରା ଭତ୍ତା

ସରକାରୀ କର୍ମଚାରୀଙ୍କ ବଢ଼ିଲା ଯାତ୍ରା ଭତ୍ତା । ସରକାରୀ ଅଧିକାରୀ/କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ବିଭିନ୍ନ ବର୍ଗର ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରିତ କରାଯାଇଛି । ପରିବହନ ବିଭାଗ ପକ୍ଷରୁ ଯାତ୍ରା ଭତ୍ତା (Travelling Allowance) ବୃଦ୍ଧି କରାଯାଇଛି।…